ହକି ବିଶ୍ୱକପ୍ ୨୦୨୩: ଜାଣନ୍ତୁ କେଉଁ ମାନେ ଅଛନ୍ତି ଭାରତୀୟ ଟିମ ରେ

116

ପି.ଆର.ଶ୍ରୀଜେସ (୩୪ ବର୍ଷ)- ଶ୍ରୀଜେସ ଦୁନିଆର ସବୁଠାରୁ ଉତ୍ତମ ଗୋଲ କିପର I ସେ ଭାରତ ପାଇଁ ୨୭୪ ଟି ମ୍ୟାଚ ଖେଳି ସାରିଛନ୍ତି I

କୃଷ୍ଣ ବି. ପାଠକ (୨୫ ବର୍ଷ ) – ଗୋଲ କିପର ସେ ଏଯାଏଁ ଭାରତ ପାଇଁ ୮୦ ଟି ମ୍ୟାଚ ଖେଳିଥିବା ବେଳେ ତାଙ୍କୁ ଶ୍ରୀଜେସ ଙ୍କ ଉତ୍ତରାଧିକାରୀ ବୋଲି କୁହା ଯାଉଛି I

ଯଶମନ ପ୍ରୀତ ସିଂ (୨୬ ବର୍ଷ) – ଦୁନିଆର ସବୁଠାରୁ ଶ୍ରେଷ୍ଠ ଡିଫେଣ୍ଡର ମାନଙ୍କ ମଧ୍ୟରୁ ଯଶମାନ ଅନ୍ୟତମ I ସେ ୫୦ ମ୍ୟାଚରୁ ଏ ପର୍ଯ୍ୟନ୍ତ ୬ ଟି ଗୋଲ କରିସାରିଛନ୍ତି I

ସୁରେନ୍ଦ୍ର କୁମାର (୨୯ ବର୍ଷ ) – ଇଏ ମଧ୍ୟ ଜଣେ ଡିଫେଣ୍ଡର, ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୨ ଟି ମ୍ୟାଚ ରୁ ୫ ଟି ଗୋଲ କରିଛନ୍ତି I

ହର୍ମନପ୍ରୀତ ସିଂ (୨୬ ବର୍ଷ) – ହର୍ମନ ହେଉଛନ୍ତି ଶ୍ରେଷ୍ଠ ଡିଫେଣ୍ଡର ମାନଙ୍କ ମଧ୍ୟରୁ ଅନ୍ୟତମ I ସେ ୧୬୪ ଟି ମ୍ୟାଚ ରୁ ୧୨୬ ଟି ଗୋଲ କରିସାରିଛନ୍ତି I

ବରୁଣ କୁମାର (୨୭ ବର୍ଷ) – ବରୁଣ ମଧ୍ୟ ଜଣେ ଡିଫେଣ୍ଡର ,ଯିଏ କି ୧୧୮ ଟି ମ୍ୟାଚ ରୁ ୨୯ ଟି ଗୋଲ ଦେଇଛନ୍ତି I

ଅମିତ ରୋହିଦାସ (୨୯ ବର୍ଷ) ଉପ ଅଧିନାୟକ – ଡେ଼ଫେଣ୍ଡର ମାନଙ୍କ ମଧ୍ୟରୁ ଅମିତ ଅନ୍ୟତମ ,୧୩୧ ଟି ମ୍ୟାଚ ଖେଳି ସେ ଏ ପର୍ଯ୍ୟନ୍ତ ୨୯ ଟି ଗୋଲ କରି ସାରିଛନ୍ତି I

ନିଲମ ସଂଜିପ (୨୪ ବର୍ଷ) – ଡିଫେଣ୍ଡର ନିଲମ ୩୪ ଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ୫ ଟି ଗୋଲ ଦେଇସାରିଛନ୍ତି I

ମନପ୍ରୀତ ସିଂ (୩୦ ବର୍ଷ) – ମିଡ଼ ଫିଲଡର ମନପ୍ରୀତ ସିଂ ୩୧୪ ଟି ମ୍ୟାଚ ଖେଳି ଏ ପର୍ଯ୍ୟନ୍ତ ୨୪ ଟି ଗୋଲ କରିଛନ୍ତି I

ହାର୍ଦ୍ଦିକ ସିଂ (୨୪ ବର୍ଷ) – ମିଡ଼ ଫିଲଡ ରେ ୮୪ ଟି ମ୍ୟାଚ ଖେଳି ହାର୍ଦ୍ଦିକ ଏ ପର୍ଯ୍ୟନ୍ତ ୬ ଟି ଗୋଲ କରିସାରିଛନ୍ତି I

ନୀଳକାନ୍ତ ଶର୍ମା (୨୭ ବର୍ଷ) – ମିଡ଼ ଫିଲଡ ରେ ଖେଳି ନୀଲକାନ୍ତ ୯୧ ଟି ମ୍ୟାଚ ରୁ ୧୩ ଗୋଲ କରିଛନ୍ତି I

ଶମସେର ସିଂ (୨୫ ବର୍ଷ) – ଶମସେର ମିଡ଼ ଫିଲଡ ରେ ଖେଳି ୪୭ ଟି ମ୍ୟାଚ ରୁ ୧୦ ଟି ଗୋଲ କରିଛନ୍ତି I

ବିବେକ ସାଗର ପ୍ରସାଦ (୨୨ ବର୍ଷ) – ବିବେକ ସାଗର ମିଡ଼ ଫିଲଡର ସେ ବର୍ତ୍ତମାନ ସୁଦ୍ଧା ୯୦ ଟି ମ୍ୟାଚ ଖେଳି ୧୬ ଟି ଗୋଲ କରିସାରିଛନ୍ତି I

ଆକାଶ ଦୀପ ସିଂ (୨୮ ବର୍ଷ) – ପରୱାର୍ଡ଼ ଅଟନ୍ତି ସେ ବର୍ତ୍ତମାନ ସୁଦ୍ଧା ୨୧୯ ଟି ମ୍ୟାଚ ଖେଳି ୫୮ ଟି ଗୋଲ କରିସାରିଛନ୍ତି I

ମନଦୀପ ସିଂ (୨୭ ବର୍ଷ) – ସେ ବି ପରୱାର୍ଡ଼ ଅଟନ୍ତି I ସେ ଏ ପର୍ଯ୍ୟନ୍ତ ୨୧୯ ଟି ମ୍ୟାଚ ଖେଳି ୫୮ ଟି ଗୋଲ କରିସାରିଛନ୍ତି I

ଲଳିତ କୁମାର ଉପାଧ୍ୟାୟ (୨୯ ବର୍ଷ) – ପରୱାର୍ଡ଼ ଅଟନ୍ତି I ସେ ଏ ପର୍ଯ୍ୟନ୍ତ ୧୩୩ ଟି ମ୍ୟାଚ ଖେଳି ୩୧ ଟି ଗୋଲ କରିସାରିଛନ୍ତି I

ରାଜ କୁମାର ପାଲ (୨୪ ବର୍ଷ) – ମିଡ଼ ଫିଲଡ ରେ ଖେଳନ୍ତି I ସେ ଏ ପର୍ଯ୍ୟନ୍ତ ୨୫ ଟି ମ୍ୟାଚ ଖେଳି ୪ ଟି ଗୋଲ କରିସାରିଛନ୍ତି I

ଯୁଗରାଜ ସିଂ (୨୬ ବର୍ଷ ) – ଡିଫେଣ୍ଡର ଯୁଗରାଜ ୨୬ ଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ୯ ଟି ଗୋଲ ଦେଇସାରିଛନ୍ତି I

ଅଭିଷେକ (୨୩ ବର୍ଷ )- ଅଭିଷେକ ପରୱାର୍ଡ଼ ଅଟନ୍ତି I ସେ ଏ ପର୍ଯ୍ୟନ୍ତ ୨୮ ଟି ମ୍ୟାଚ ଖେଳି ୧୧ ଟି ଗୋଲ କରିସାରିଛନ୍ତି I

ସୁଖଜିତ ସିଂ (୨୬ ବର୍ଷ ) – ଅଭିଷେକ ପରୱାର୍ଡ଼ ଅଟନ୍ତି I ସେ ଏ ପର୍ଯ୍ୟନ୍ତ ୧୬ ଟି ମ୍ୟାଚ ଖେଳି ୪ ଟି ଗୋଲ କରିସାରିଛନ୍ତି I

ଗ୍ରାହାମ ରୀଡ – ବର୍ତ୍ତମାନ ଭାରତୀୟ ଦଳ ର କୋଚ ରହିଛନ୍ତି I

Comments are closed, but trackbacks and pingbacks are open.