Browsing Category

News

ବସ୍‌-ଟ୍ରେଲର୍ ମୁହାଁମୁହିଁ ଧକ୍କା: ୮ ମୃତ, ଜୀବନ୍ତ ଜଳିଗଲେ ୬

ଦୌସା (ରାଜସ୍ଥାନ), ଏଜେନ୍ସି: ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ବସ୍ ଏବଂ ଦ୍ରୁତଗାମୀ ଟ୍ରେଲର୍ (ଲମ୍ବା ଟ୍ରକ୍‌) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ
Read More...

୮ ବିଭାଗର ୧୨ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅନୁମୋଦିତ

ଭୁବନେଶ୍ୱର: ରାଜ୍ୟର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ଆଉ ଆର୍ôଥକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ, କିମ୍ବା ପାଠପଢ଼ା ମଝିରୁ ପାଠ ଛାଡ଼ିବେ ନାହିଁ। ଏନେଇ
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିମ୍‌ସାରର ୨ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ର ଦୁଇ ଜଣ
Read More...

ରୋଗୀମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ମାନନ୍ତି: ସୋଆ ଉପସଭାପତି

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ଭୁବନେଶ୍ୱର, ଜୁଲାଇ ୧: ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ
Read More...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ
Read More...

ଅକ୍ଟୋବର ସୁଦ୍ଧା ଶେଷ ହେବ ସବ୍-ଇନ୍ସପେକ୍ଟର ପରୀକ୍ଷା, ବୟସ ସୀମା ଅତିକ୍ରମ କରିଥିଲେ ବି ମିଳିବ ସୁଯୋଗ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ପଦବୀ ପାଇଁ ପ୍ରସ୍ତୁତ ହେଉଥିବା ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ୨୦୨୬ ବର୍ଷର
Read More...

ଜିଆରପି କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲା: ୩ ପ୍ରମୁଖ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ସଂଘବଦ୍ଧ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ଏହି ମାମଲାରେ
Read More...

ପାଠ୍ୟପୁସ୍ତକ ତ୍ରୁଟି ବିବାଦରେ ଗଣଶିକ୍ଷା ସଚିବଙ୍କ ବଡ଼ ଘୋଷଣା: ପିଲାଙ୍କୁ ମିଳିବ ସଂଶୋଧିତ ନୂଆ ବହି, ଭାଷାକୋଷ…

ଭୁବନେଶ୍ୱର: ରାଜ୍ୟରେ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଚାଲିଥିବା ବିବାଦ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।
Read More...

ଦେଶରେ ପ୍ରତି ୧୦ଟିରୁ ଗୋଟିଏ ହତ୍ୟା ପଛରେ ପ୍ରେମ ଓ ଅବୈଧ ସମ୍ପର୍କ, ତାଲିକାର ଶୀର୍ଷରେ ବିହାର, ୟୁପି ଓ ମହାରାଷ୍ଟ୍ର

ନୂଆଦିଲ୍ଲୀ: ନିକଟରେ ପୁନେର ଲୋହାଗଡ଼ ଦୁର୍ଗରୁ ପ୍ରେମିକ ସହ ମିଶି ଭାବୀ ସ୍ୱାମୀଙ୍କୁ ଠେଲି ହତ୍ୟା କରିବା ଭଳି ସଂଗୀନ ଘଟଣା ଦେଶରେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ
Read More...