ବନକ ଲାଗି ନୀତି: ବନ୍ଦରହିବ ସର୍ବସାଧାରଣ ଦର୍ଶନ

156

ଭୁବନେଶ୍ବର : ବୁଧବାର ବୈଶାଖ:କୃଷ୍ଣ ଅମାବାସ୍ୟା ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତତ୍ ସହିତ ଅନବସର ପିଣ୍ଡିରେ ଅନବସର ନୀତି ଲାଗି କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ । ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ଟିକାଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.