Browsing Category

State

ଭିଜିଲାନ୍ସ ଜାଲରେ ସହକାରୀ ନିବନ୍ଧକ ଓ ପିଅନ

ଭୁବନେଶ୍ବର: ଟଙ୍କା ଲୋଭରେ ନିଜ ସହକର୍ମୀଙ୍କୁ ବି ଛାଡ଼ିଲେନି ଲାଞ୍ଚୁଆ ସରକାରୀ ବାବୁ। ଜଣେ ଅବସରପ୍ରାପ୍ତ ସହକର୍ମୀଙ୍କ ଫାଇଲ୍ କାମ କରିଦେବା ପାଇଁ ଲାଞ୍ଚ ନେଉଥିବା…
Read More...

କାଳ ସାଜିଲା କାଳବୈଶାଖୀ: ଟେଣ୍ଟ ହାଉସ ଭାଙ୍ଗି ଚାପି ହୋଇଗଲେ ୩ ଶ୍ରମିକ, ବଜ୍ରପାତରେ ଆଉ ଜଣେ ମୃତ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ । କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଝଡ଼-ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଅଘଟଣ ଘଟି ୪ ଜଣଙ୍କ ଜୀବନ ଯାଇଛି । ଶୋଇଥିବା…
Read More...

ପ୍ରତିଭା ବିକାଶ, ନବସର୍ଜନା ଏବଂ ଶିଳ୍ପ ସମନ୍ୱୟ ପାଇଁ କିଟ୍‍ ଓ ସୋୱାଟେକ୍‍ ମଧ୍ୟରେ ବୁଝାମଣା

ଟିଭିଏସ୍‍ ରେ କିଟ୍‍ରୁ ୪୦ ଆଇଟିଆଇ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଭୁବନେଶ୍ୱର: ପ୍ରତିଭା ବିକାଶ, ନବସର୍ଜନା ଏବଂ ବୈଶ୍ୱିକ ପ୍ରତିଯୋଗିତାକୁ…
Read More...

୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇ ଦିଆଯିବ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…
Read More...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଘରେ ଚଢାଉ ହୋଇଛି। ବ୍ରହ୍ମପୁରର ୬ଟି ସ୍ଥାନରେ ଏବଂ ରାୟଗଡ଼ା ରୋହିତ…
Read More...

ସୁନ୍ଦରଗଡ଼ରେ ତେଲ ସଙ୍କଟ: ମିଳୁନି ଡିଜେଲ, ଅସୁବିଧା ଭୋଗୁଛନ୍ତି ଚାଷୀ ଓ ଗାଡ଼ି ଚାଳକ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ବିଭିନ୍ନ ପେଟ୍ରୋଲ ପମ୍ପରେ ଡିଜେଲ ମିଳୁନଥିବାରୁ ସାଧାରଣ ଜନଜୀବନ ଯାତ୍ରା ବ୍ୟାହତ…
Read More...

ଅନଲାଇନ ଗେମ୍‌ ନେଲା ଯୁବକଙ୍କ ଜୀବନ

ଭୁବନେଶ୍ବର: ପୁଣି ଏକ ଅନଲାଇନ ଗେମ୍‌ ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଲକ୍ଷାଧିକ ଟଙ୍କା ହାରିବା ଏବଂ ପରିବାର ଲୋକଙ୍କ ତାଗିଦ୍ ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା…
Read More...

କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: କାଠଯୋଡ଼ି ନଦୀ ପଠାରୁ ଜଣେ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଥମିକ ସୂଚନା ଅନୁଯାୟୀ,…
Read More...

ଓଡ଼ିଶାରେ ଅଗ୍ନିବର୍ଷା: ୪୬ ଡିଗ୍ରି ସହ ଝାରସୁଗୁଡ଼ା ସବୁଠୁ ତାତିଲା ସହର, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ଵର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା। ଆଜି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ…
Read More...