ସାଢେ ୧୨ ପର୍ଯ୍ୟନ୍ତ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର: ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ।
Read More...

ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି

ଭୁବନେଶ୍ବର: ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି। ପ୍ରଥମେ ସଭ୍ୟପଦ ରଦ୍ଧ ପାଇଁ ବାଚସ୍ପତିଙ୍କ ଅବଗତ କରିବ ବିଜେଡ଼ି।
Read More...

ପିପିଲିର ପ୍ରାଚୀନ ରାଧାକୃଷ୍ଣ ମନ୍ଦିରରୁ ଚୋରି: ତଦନ୍ତ ପାଇଁ ପହଞ୍ଚିଲା ସନ୍ଧାନୀ କୁକୁର

ଭୁବନେଶ୍ବର: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ପାଟଣା ସାହିରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁର୍ବୃତ୍ତମାନେ ଶହ ଶହ ବର୍ଷର ପୁରୁଣା ରାଧାକୃଷ୍ଣ ମନ୍ଦିରରୁ
Read More...

ଦେଶର ଶକ୍ତି ଭିତ୍ତିଭୂମିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ତୈଳ, ଗ୍ୟାସ ଓ ବିଦ୍ୟୁତ ସ୍ଥିତିର ନେଲେ ତଦାରଖ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଶକ୍ତି ଓ
Read More...

ଏୟାର ଇଣ୍ଡିଆର ନୂଆ ଫର୍ମୁଲା: ‘ଅନଫିଟ୍’ କ୍ୟାବିନ କ୍ରୁଙ୍କ ପାଇଁ ବଢ଼ିଲା ଅଡୁଆ, କଟିପାରେ ମାସିକ ଦରମା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ସଦସ୍ୟଙ୍କ ପାଇଁ ଏକ କଠୋର ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ନୀତି ଆଣିବାକୁ ଯାଉଛି। ଏହି ନୂଆ ନିୟମ କ୍ୟାବିନ କ୍ରୁଙ୍କ
Read More...

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ
Read More...

ଅଞ୍ଚଳରେ ବାଘ ଆତଙ୍କ: ଭୟରେ ଥରୁଛନ୍ତି ସ୍ଥାନୀୟ ବାସିନ୍ଦା

ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଲଙ୍କା ସୁନାଖଳା ପାହାଡ଼ ନିକଟରେ ଏକ କଲରାପତରିଆ ବାଘ ବସିଥିବା ସ୍ଥାନୀୟ
Read More...

୪୮ ଘଣ୍ଟା ମଧ୍ୟରେ ହରମୁଜ୍ ଖାଲି କର, ନଚେତ୍…” : ଇରାନକୁ ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଇରାନକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ଫ କହିଛନ୍ତି ଯେ, ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ହରମୁଜ୍ ପ୍ରଣାଳୀ ଖୋଲିବ
Read More...