ରାଜ୍ୟସଭା ରେଜଲ୍ଟ; ବିଜୟ ମୁକୁଟ ପିନ୍ଧିଲେ ମନମୋହନ, ସୁଜିତ, ଦିଲ୍ଲୀପ ଏବଂ ସନ୍ତୃପ୍ତ

35

ଭୁବନେଶ୍ୱର: ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ । ବିଜୟ ମୁକୁଟ ପିନ୍ଧିଲେ ମନମୋହନ ସାମଲ । ସୁଜିତ କୁମାର, ଦିଲ୍ଲୀପ ରାୟ ଏବଂ ସନ୍ତୃପ୍ତ ମିଶ୍ର । ଦିଲ୍ଲୀପ ରାୟଙ୍କ ବିଜୟ ଘୋଷଣା । ସୋସିଆଲ ମିଡିଆରେ ପୋଷ୍ଟ କରି ଧନ୍ୟବାଦ ଜଣାଇଲେ ଦିଲ୍ଲୀପ । ତାଙ୍କୁ ସମର୍ଥନ କରିଥିବା ବିଧାୟକ ମାନଙ୍କୁ କୃତଜ୍ଞତା ଜଣାଇଲେ । ସମର୍ଥନ କରିଥିବା ସବୁ ଦଳର ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଲେ ।

Comments are closed, but trackbacks and pingbacks are open.