ଭୁବନେଶ୍ୱର: ଓଡିଶାର ମେଧାବୀ ଛାତ୍ରଛାତ୍ରୀ ଯିବେ ଜାପାନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ୬ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । ଅଗଷ୍ଟ ୧୬ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଇକନିକ୍ ଓଏଭି, ଅନ୍ଧାରୁଆ, ଖୋର୍ଦ୍ଧାରୁ ସାଇ ସୋହମ୍ ପ୍ରଧାନ, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱରରୁ ଶ୍ରେୟାଶ୍ରୀ ପାଣିଗ୍ରାହୀ, ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଚାମାଲ, ନବରଙ୍ଗପୁରରୁ ସମିକ୍ଷା ରାଣୀ ମାଳି, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର, ଗଞ୍ଜାମରୁ ଚନ୍ଦ୍ର ଶେଖର ବେହେରା, ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକରୁ ସିପ୍ରା ଶତପଥୀ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ତାରାଣ୍ଡୋ, କେନ୍ଦ୍ରାପଡ଼ାରୁ ପୁଣ୍ୟ ପୁଲୋକିତା ପତି ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିସହ ସେମାନଙ୍କ ସହିତ ଜଣେ ଗାଇଡ୍ ଶିକ୍ଷୟିତ୍ରୀ ନିହାରିକା ସାହୁ ମଧ୍ୟ ରହିବେ ।
ସାକୁରା କାର୍ଯ୍ୟକ୍ରମ ହେଉଛି ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏଜେନ୍ସି (JST)ର ଏକ ପ୍ରୟାସ, ଯାହାର ଲକ୍ଷ୍ୟ ହେଉଛି ପରିଦର୍ଶନ, ଶୈକ୍ଷିକ ଆଦାନପ୍ରଦାନ ଏବଂ ସାଂସ୍କୃତିକ ପାରସ୍ପରିକ ଆଲୋଚନା ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମ ବିଶ୍ୱର ଛାତ୍ରଛାତ୍ରୀମାନଙ୍କୁ ପ୍ରମୁଖ ଜାପାନୀ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଶିଳ୍ପ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରିଥାଏ ।
purchase enclomiphene uk online pharmacy
get enclomiphene lowest cost pharmacy
kamagra sans ordonnance expédition de nuit
generique kamagra pharmacie en ligne en france cheveux
online order androxal cheap canada
order androxal generic lowest price
ordering dutasteride generic work
dutasteride sales in US
ordering flexeril cyclobenzaprine buy mastercard
buying flexeril cyclobenzaprine australia price
cheapest buy gabapentin generic australia
purchase gabapentin buy germany
discount fildena generic where to buy
order fildena cheap in uk
buying staxyn overnight delivery
buying staxyn purchase uk
cheap itraconazole generic does it works
buy cheap itraconazole price new zealand
buy avodart cheap cod no rx
cheap avodart generic medications
order xifaxan usa sales
cheap xifaxan cheap pharmacy
jak získat předpis pro kamagra
vente de kamagra