ପୁରୀ: ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ପୂର୍ବରୁ ଅପରାହ୍ନ ଚାରିଟାରେ ରଥ ଟଣାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଆଜି ଅପରାହ୍ନ ତିନିଟାରେ ରଥଟଣା ଆରମ୍ଭ ହୋଇଯାଇଥିଲା। ଗଜପତି ମହାରାଜା ତିନି ରଥରେ ଛେରା ପହଁରା ଆରମ୍ଭ କରିଥିଲେ। ତାହା ଶେଷ ହେବା ପରେ ଅପରାହ୍ନ ତିନିଟାରେ ପ୍ରଭୃ ବଳଭଦ୍ରଙ୍କୁ ରଥ ଟଣା ଆରମ୍ଭ ହୋଇଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥ ସିଂହଦ୍ବାରରେ ପହଞ୍ଚିଥିଲା।
Comments are closed, but trackbacks and pingbacks are open.