ନୂଆଦିଲ୍ଲୀ: ବଢ଼ିଲା ଇପିଏଫ୍ ସୁଧହାର । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଇପିଏଫ୍ ସୁଧହାର ବୃଦ୍ଧି କରାଯାଇଛି । ସୁଧହାର ୮.୨୫କୁ ବୃଦ୍ଧି ହୋଇଛି ।
ଯଦ୍ୱାରା ପ୍ରାୟ ୭ କୋଟିରୁ ଅଧିକ ଇପିଏଫଓ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ଇପିଏଫ୍ ସୁଧହାରରେ ୦.୧୦ ପ୍ରତିଶତ ବଢ଼ାଯାଇଥିଲା ।
ଗତବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ରେ ଆର୍ଥିକ ବର୍ଷ ଲାଗି ୮.୧୫ ପ୍ରତିଶତ ଘୋଷଣା ହୋଇଥିଲା । ସେହିପରି ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ ସୁଧହାର ୮.୧୦ ପ୍ରତିଶତ ରହିଥିଲା ।
Comments are closed, but trackbacks and pingbacks are open.