Union Minister Book Release

0 121

ଓଡିଶା ର ସୁପୁତ୍ର ତଥା ବିଚକ୍ଷଣ ପ୍ରଶାସନିକ ଅଧିକାରୀ ,ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ସ୍ଵର୍ଗତଃ ମହାପାତ୍ର ନୀଳମଣି ସାହୁ ଙ୍କ ପୁତ୍ର ସ୍ଵର୍ଗତଃ ଡ଼.ଗୁରୁପ୍ରସାଦ ମହାପାତ୍ର ଙ୍କ କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବ କେବଳ ଆମ ରାଜ୍ୟ ପାଇଁ ନୁହଁ ବରଂ ସମଗ୍ର ଦେଶ ମାନବ ଜାତି ପାଇଁ ପ୍ରେରଣାଦାୟୀ ଭଳି ତାଙ୍କ ଦ୍ୱାରା ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁ ଙ୍କ ସ୍ମରଣୀୟ ଗଳ୍ପ’ କୁ ଶନିବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦୟମିତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଵର୍ଗତଃ ମହାପାତ୍ର ଙ୍କ ପରିବାର ସଦସ୍ୟ ଙ୍କ ଉପସ୍ଥିତି ରେ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି I

Leave A Reply

Your email address will not be published.