ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

211

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଗଣେଶ ଚତୁର୍ଥୀ ଉତ୍ସାହ, ଆନନ୍ଦ ଏବଂ ସୁଖର ପର୍ବ ଯାହା ଏକତ୍ର କାମ କରିବାର ବାର୍ତ୍ତା ଦେଇଥାଏ। ରାଷ୍ଟ୍ରପତି କହିଛନ୍ତି ଯେ ଏହି ପର୍ବ ଜୀବନରେ ନମ୍ର ରହିବାକୁ ଏବଂ ସମାଜରେ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାକୁ ପ୍ରୋତ୍ସାହିତ କରିବାକୁ ପ୍ରେରଣା ଯୋଗାଇଥାଏ।

https://x.com/rashtrapatibhvn/status/1703957113146409144?s=20

Comments are closed, but trackbacks and pingbacks are open.