ଜୁନିୟର ବିଶ୍ୱକପ ହକି ପାଇଁ ପ୍ରଥମ ବେଲଜିୟମ ଟିମ ଓଡିଶା ପହଞ୍ଚିଲା

22

ଚଳିତ ନଭେମ୍ବର ମାସ ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ବିଶ୍ୱକପ ହକି ପାଇଁ ଆଜି ପ୍ରଥମେ ବେଲଜିୟମ ଟିମ ଓଡିଶା ବିଜୁ ପଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚି ଛନ୍ତି I
ସୂଚାନୁସାରେ ଆସନ୍ତା ୨୪ ତାରିଖ ଦିନ ଖେଳା ହେବାକୁ ଥିବା ପ୍ରଥମ ମ୍ୟାଚ ରେ ବେଲଜିୟମ ଟିମ ସାଉଥ ଆଫ୍ରିକା ବିପକ୍ଷରେ ଖେଳିବ I

Leave A Reply

Your email address will not be published.