ସାମ୍ନା କୁ ଆସିଲା ଓମିକ୍ରନର ନୂଆ ଲକ୍ଷଣ ଜଲଦି କରାନ୍ତୁ ପରୀକ୍ଷା

0 116

କରୋନା ର ନୂଆପ୍ରଜାତି ଓମିକ୍ରନର ଅଧିକ ମାରାତ୍ମକ ନ ହେଲେ ମଧ୍ୟ ଅଧିକ ସଂକ୍ରାମକ ଇ କରୋନା ଓ ଓମିକ୍ରନ ର ଅନେକ ଲକ୍ଷଣ ପାଖାପାଖି ସମାନ ରହିଥିଲେ ମଧ୍ୟ ଏହା କରୋନା ଠାରୁ ସାମାନ୍ୟ । ଏବେ ଓମିକ୍ରନର ଆଉ ଏକ ଲକ୍ଷଣ ଜଣାପଡିଛି । ଏହାକୁ ଅଣଦେଖା ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
କେବଳ ୫୦% କରୋନା ରୋଗୀ ଜ୍ୱର, କଫ ଏବଂ ସ୍ୱାଦହୀନତା ଅନୁଭବ କରୁଛନ୍ତି। ବର୍ତ୍ତମାନ, ଓମିକ୍ରନ୍‌ର ଅଧିକାଂଶ ରୋଗୀଙ୍କ ମଧ୍ୟରେ ଗୋଟିଏ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି, ତାହା ହେଉଛି ଭୋକ ନହେବା। ଯଦି ଆପଣ ଅନ୍ୟ କିଛି ଲକ୍ଷଣ ସହିତ ଭୋକ ନଲାଗିବା ଭଳି ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହିତ ପରାମର୍ଶ ନେବା ଉଚିତ ଏବଂ ଏହା ପରେ କୋଭିଡ୍ ପରୀକ୍ଷା କରିନେବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି I

Leave A Reply

Your email address will not be published.