ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ର ରେକର୍ଡ..

251

ମହାରାଷ୍ଟ୍ର: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି ଭାରତରେ ଦୁଇ ଦିନରେ ୧୧୮.୫୦କୋଟି ଇନକମ କରିସାରିଲାଣି । ଏହାସହିତ ସାଉଥ୍‍ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରକୃତରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କରୀ କୌଣସି ଉତ୍ତର ନାହିଁ । ୭୪ବର୍ଷ ବୟସରେ ଦମଦାର ଅଭିନୟ କରି ସବୁ ରେକର୍ଡ ଭାଙ୍ଗିବା ସହିତ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଏହି ବୟସରେ ମଧ୍ୟ ତାଙ୍କୁ ପରଦାରେ ଆକ୍ସନ ସିନ୍‍ କରୁଥିବାର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଭାରତୀୟ ସିନେମା ଇତିହାସରେ ଏପରି କୌଣସି ଅଭିନେତା ନାହାଁନ୍ତି ଯିଏ ଏହି ବୟସରେ ରେକର୍ଡ ଭାଙ୍ଗିବା ସହିତ ଓପନିଂ କରିଛନ୍ତି । ରଜନୀକାନ୍ତଙ୍କ ସିନେମାର ଆୟ ତୁଳନାରେ କେହି ତାଙ୍କ ସହିତ ପ୍ରତିଯୋଗିତା କରିବା ଏକ ଚ୍ୟାଲେଞ୍ଜ ନିଶ୍ଚୟ । ରଜନୀକାନ୍ତଙ୍କ ଆଗରେ ହ୍ରିତିକ୍‍ ରୋଶନଙ୍କ ‘ୱାର-୨’ ପଛରେ ପଡିଛି ।

13 Comments
  1. get enclomiphene canada cost

    purchase enclomiphene generic london

  2. generique kamagra gratuit buy online

    acheter kamagra sans ordonnance

  3. buying androxal generic united states

    how to order androxal generic available in united states

  4. buying flexeril cyclobenzaprine where to purchase

    purchase flexeril cyclobenzaprine generic effectiveness

  5. cheap dutasteride uk order

    buying dutasteride price by pharmacy

  6. how to order fildena generic usa

    canadian pharmacy fildena pills 100 mg

  7. buy cheap gabapentin generic efficacy

    gabapentin no prescription next day delivery

  8. purchase itraconazole online canada

    buy itraconazole without a prescription overnight shipping

  9. cheap staxyn generic london

    discount staxyn where to purchase

  10. order avodart generic low price

    avodart cod overnight delivery

  11. buying rifaximin canada price

    overnight cheap rifaximin

  12. purchase xifaxan cheap online no prescription

    ordering xifaxan generic no prescription

  13. walmart kamagra cena

    značka kamagra online

    kamagra bez lékařského předpisu v kanadě

Comments are closed, but trackbacks and pingbacks are open.