ଭୁବନେଶ୍ୱର ରେ ‘ଅମୀକ୍ରନ’ ମୁକାବିଲା ପାଇଁ ଖାରବେଳ ନଗର ହସ୍ପିଟାଲ ରେ ଲୋକ ମାନେ ଟେଷ୍ଟ ପାଇଁ ଲାଇନ ରେ ଛିଡା ହୋଇଛନ୍ତି ଟେକ୍ନିକାଲ ଷ୍ଟାଫ୍ଫ ମାନେ ପରୀକ୍ଷଣ କରୁଛନ୍ତି

0 145

ସମ୍ଭାବ୍ୟ କରୋନା ର ନୂଆ ପ୍ରଜାତି ‘ଅମୀକ୍ରନ’ ସଂକ୍ରମଣ ର ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱର ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଖାରବେଳ ନଗର ହସ୍ପିଟାଲ ରେ ଲୋକ ମାନେ ଟେଷ୍ଟ ପାଇଁ ଲାଇନ ରେ ଛିଡା ହୋଇଛନ୍ତି ଟେକ୍ନିକାଲ ଷ୍ଟାଫ୍ଫ ମାନେ ପରୀକ୍ଷଣ କରୁଛନ୍ତି
ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ସୂଚନା ଦେଇଥିଲେ ଯେ ନିକଟରେ ୩୮୦ ଜଣ ନାଗରିକ ଫେରିଥିଲେ ବିଦେଶ ରୁ ଫେରିଥିଲେ I ତେଣୁ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କୁ ଗୁରୁତ୍ତ୍ଵ ଦେଇ ଭୁବନେଶ୍ୱର ଜୋସପିଟାଲ ମାନଙ୍କରେ ରେ ‘ଅମୀକ୍ରନ’ ଟେଷ୍ଟିଙ୍ଗ କରାଯାଉଛି I

Leave A Reply

Your email address will not be published.