୭୯ତମ ସ୍ୱାଧୀନତା ଦିବସ‌ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ଆଇନ ମନ୍ତ୍ରୀ

326

ଭୁବନେଶ୍ବର: ଆଜି ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ‌ -୨୦୨୫ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମ ତ୍ୟାଗ, ବଳିଦାନ, ଜାତୀୟତା, ସ୍ୱଦେଶ ପ୍ରୀତି ଓ ଆତ୍ମୋତ୍ସର୍ଗର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ।ଦେଶର ସ୍ଵାଧୀନତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନାମାନଙ୍କୁ ମନ୍ତ୍ରୀ ମହୋଦୟ ପ୍ରଣାମ ଜଣାଇଥିଲେ।

13 Comments
  1. get free sample of enclomiphene

    purchase enclomiphene price uk

  2. en ligne kamagra

    medicament kamagra pharmacie livrer anti vih

    kamagra sans ordonnance et livré la nuit

  3. androxal no prescription canadian

    order androxal australia generic online

  4. flexeril cyclobenzaprine fed ex cheap

    how to buy flexeril cyclobenzaprine generic does it works

  5. dutasteride canadian

    buy dutasteride generic pricing

  6. get fildena purchase discount

    ordering fildena generic health

  7. online order gabapentin new york city

    get gabapentin price australia

  8. next day staxyn

    cheap staxyn no prescription overnight delivery

    staxyn overnight online

  9. indian generics itraconazole

    cheapest buy itraconazole cheap alternatives

  10. ordering avodart generic uk next day delivery

    buy cheap avodart generic compare

  11. buy xifaxan lowest price viagra

    Buying xifaxan without a perscription

  12. order rifaximin online without prescription

    purchase rifaximin buy adelaide

  13. kamagra online objednávky

    kamagra dodání není vyžadován žádný předpis

Comments are closed, but trackbacks and pingbacks are open.