IPL 2022: SRH ବନାମ RR ,ଭୁବନେଶ୍ୱର ଙ୍କ ବୋଲିଂ କୁ ସାମ୍ନା କରିବେ ରାଜସ୍ଥାନ ଓପନର୍

19

ଆଇପିଏଲ୍ ୨୦୨୨ : ଏହି ଲିଗ ର ୫ ମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି I ପୁଣେର ଏମସିଏ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି। ପୂର୍ବରୁ ଲେଖାଏଁ ଉଭୟ ଦଳ ଥରେ ଆଇପିଏଲ୍ ଟାଇଟଲ୍ ଜିତିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପ୍ରଥମ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟIଲସ କୌଣସି ଉଇକେଟ ନ ହରାଇ ୧୩ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ କ୍ରିଜ ରେ ରେ ଜୋସ୍ ବଟଲର୍ ୫ ରନ୍ ଏବଂ ଯଶସ୍ୱୀ ଜୟସ୍ବାଲ ୬ ରନ କରିବା ସହିତ ହାଇଦ୍ରାବାଦ ର ଓପନିଂ ବୋଲର ଭୁବନେଶ୍ୱର କୁମାର ଙ୍କ ବଲ କୁ ସାମ୍ନା କରୁଛନ୍ତି I

Comments are closed, but trackbacks and pingbacks are open.