ହକି ବିଶ୍ୱକପ୍‌ ୨୦୨୩ : ଗୃପ ତାଲିକା

46

ପୁଲ-ଏ: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦ.ଆଫ୍ରିକା
ପୁଲ-ବି: ବେଲଜିୟମ, ଜର୍ମାନୀ, ଦ.କୋରିଆ, ଜାପାନ
ପୁଲ-ସି: ନେଦରଲାଣ୍ଡସ୍‌, ନୁ୍ୟଜିଲାଣ୍ଡ, ମାଲେସିଆ, ଚିଲୀ
ପୁଲ-ଡି: ଭାରତ, ଇଂଲଣ୍ଡ, ସ୍ପେନ୍‌, େୱଲ୍ସ ।

ଭାରତର ମ୍ୟାଚ
ପୁଲ ଡି’ରେ ଆୟୋଜକ ରାଷ୍ଟ୍ର ଭାରତ ସ୍ଥାନ ପାଇଛି । ଭାରତ ବ୍ୟତୀତ ଇଂଲଣ୍ଡ, ସ୍ପେନ୍‌ ଓ େୱଲ୍ସ ପରି ଶକ୍ତିଶାଳୀ ଦଳ ରହିଛନ୍ତି । ଆଗାମୀ ୧୩ ତାରିଖରେ ଭାରତୀୟ ଦଳ ବିର୍ଶାମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ । ପୁଣି ରାଉରକେଲାରେ ଦ୍ୱିତୀୟ ମ୍ୟାଚ ୧୫ରେ ଇଂଲଣ୍ଡ ବିପକ୍ଷରେ ଖେଳିବ । ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ସହ ଜାନୁଆରୀ ୧୯ରେ େୱଲ୍ସ ବିପକ୍ଷରେ ଶେଲ ପୁଲ ମ୍ୟାଚ ଖେଳିବ । ୨୨ ଓ ୨୩ ତାରିଖରେ କ୍ରସ୍‌ ଓଭର ମ୍ୟାଚ, ୨୪ ଓ ୨୫ ତାରିଖରେ କ୍ୱାର୍ଟର ଫାଇନାଲ, ୨୭ରେ ସେମିଫାଇନାଲ ତଥା ୨୯ ତାରିଖରେ ଫାଇନାଲ ଓ ତୃତୀୟ ସ୍ଥାନ ପାଇଁ ମୁକାବିଲା ହେବ ।

Comments are closed, but trackbacks and pingbacks are open.