ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଆୟୋଗର ଅଧିକାରୀ

220

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ କେରଳ ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଆଜି ଯାଞ୍ଚ କରାଯାଇଛି।

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ରାଜ୍ୟର ନୀଲଗିରିରେ ନିର୍ବାଚନ ଆୟୋଗର ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ, ହେଲିକପ୍ଟର ଅବତରଣ କରିବା ମାତ୍ରେ ଆୟୋଗର ଅଧିକାରୀମାନେ ପହଞ୍ଚିଛନ୍ତି। ତା’ପରେ କିଛି ସମୟ ପରେ ରାହୁଲ ଗାନ୍ଧୀ ଏଥିରୁ ବାହାରି ଆସନ୍ତି।

Comments are closed, but trackbacks and pingbacks are open.