Browsing Category

State

ଏକାଥରେ ମିଳିଲା ୨ ମାସର ଭତ୍ତା; ୧୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ମୁହଁରେ ହସ

ଭୁବନେଶ୍ୱର: ଏପ୍ରିଲ ଓ ମେ ମାସର ଭତ୍ତା ରାଶି ଏକାଥରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହୋଇଛି। ଏହା ସହିତ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି…
Read More...

ଗୋଟିଏ ଦିନରେ ଦୁଇଟି ପରୀକ୍ଷା ; ଦ୍ୱନ୍ଦ୍ୱରେ ହଜାର ହଜାର ଆଶାୟୀ

ଭୁବନେଶ୍ବର : ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା । ଜୁନ୍ ୨୮ ତାରିଖ ଗୋଟିଏ ଦିନରେ ଓଟିଇଟି ଏବଂ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ରହିଛି । ଯାହାକୁ ନେଇ ଦ୍ୱନ୍ଦ୍ୱରେ ହଜାର…
Read More...

ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ କାଳବୈଶାଖୀର ପ୍ରକୋପ…
Read More...

ଶ୍ରୀମନ୍ଦିର ଭିତରୁ ଧରା ପଡ଼ିଲେ ନକଲି ଆର୍ମି ଅଫିସର

ପୁରୀ: ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ନକଲି ଆର୍ମି ଅଫିସରକୁ ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାଡ। ଧରାପଡ଼ିଥିବା ଯୁବକଙ୍କ ପରିଚୟ…
Read More...

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ …
Read More...

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ। ଏହି ଗ୍ରାମର ପ୍ରତ୍ୟେକ ଘର ସୂର୍ଯ୍ୟ ଘର ହେବ। ସୌର ଶକ୍ତି ଦ୍ବାରା ଏହି ଗାଁରେ…
Read More...

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଦୀର୍ଘ ଦିନରୁ ପଡ଼ି ରହିଥିବା ୧୦ ଦଫା ଦାବି ପୂରଣ ନ ହେବାରୁ ଆସନ୍ତା ଜୁଲାଇ ୧ରୁ…
Read More...

ଯୁବକଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ: ରାଉରକେଲା

ରାଉରକେଲା: ରାଉରକେଲାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୁନୁ ହରିପାଲ ଏବଂ ସୁଶାନ୍ତ ନାୟକଙ୍କୁ ଝିରିପାଣି ନୂଆ ଟୋଲାରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ।…
Read More...

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ଭୁବନେଶ୍ବର: ହିଞ୍ଜିଳି ଥାନା ଅଞ୍ଚଳରେ ସୁଦୁରୁ ନାୟକ ନାମକ ଜଣେ ଯୁବକ ଗିରଫ ହୋଇ ଜେଲ୍ ଯାଇଥିବା ଜଣାପଡିଛି। ଅଭିଯୁକ୍ତ ସୁଦୁର ନିଜ ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ…
Read More...