Browsing Category
News
ବାରିପଦାରେ ଆଧୁନିକ “ଅଟଳ ବସ୍ ଷ୍ଟାଣ୍ଡ” ନିର୍ମାଣ ହେବ
ବିଶ୍ୱସ୍ତରୀୟ ସାର୍ବଜନୀନ ପରିବହନ ଢାଞ୍ଚା ପ୍ରତି ଓଡ଼ିଶା ସରକାର ପ୍ରତିବଦ୍ଧ – ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର : ଯାତ୍ରୀ ସୁବିଧା, ସହରୀୟ!-->!-->!-->…
Read More...
Read More...
ନିର୍ଦ୍ଦିଷ୍ଟ ସମୟ ଭିତରେ ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଦ୍ଵେତନଗର ଭୁବନେଶ୍ଵର ଏବଂ କଟକରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୪ତାରିଖରୁ ଆର ବର୍ଷ ଜାନୁଆରୀ ୫ପର୍ଯନ୍ତ!-->…
Read More...
Read More...
ଟ୍ରେନ ଶୌଚାଳୟ ପାଖରେ ଖେଳାଳିଙ୍କ ଯାତ୍ରାକୁ ନେଇ ତଦନ୍ତ ହେବ: ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର କୁସ୍ତି ଖେଳାଳି ଟ୍ରେନର ଶୌଚାଳୟ ପାଖରେ ବସି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ!-->…
Read More...
Read More...
ବାଂଲାଦେଶ ହାଇକମିଶନ ବାହାରେ ଭିଏଚପି ଏବଂ ବଜରଙ୍ଗ ଦଳର ପ୍ରତିବାଦ
ନୂଆଦିଲ୍ଲୀ: ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କର୍ମୀମାନେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଏବଂ ଦୀପୁ ଚନ୍ଦ୍ର ଦାସଙ୍କ ଭିଡ଼!-->…
Read More...
Read More...
ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ
ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁନଃନିର୍ମାଣ ପାଇଁ ଭାରତ ଶ୍ରୀଲଙ୍କାକୁ ୪୫୦ ମିଲିୟନ ଡଲାରର ସହାୟତା ପ୍ୟାକେଜ୍ ପ୍ରଦାନ କରିବ। ବୈଦେଶିକ!-->…
Read More...
Read More...
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୫୦ଟି ନୂଆ ୧୦୮ ଆମ୍ୱୁଲାନ୍ସର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଳିଙ୍ଗ!-->…
Read More...
Read More...
ଲାଲଗଡ଼ରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ
ମାଲକାନଗିରି: ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ଦୁର୍ବଳ ହେବାରେ ଲାଗିଛି ଲାଲଗଡ଼। ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ!-->…
Read More...
Read More...
ପାଣ୍ଡିଆନ ଆମର ନେତା ନୁହନ୍ତି: ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ଭୋଜିଭାତ କରିବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ନେତାମାନେ ଏକାଠି ହୋଇ ଆଞ୍ଚଳିକ ଦଳ!-->…
Read More...
Read More...
କ୍ଷୁଦ୍ର ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ…
ଭୁବନେଶ୍ୱର :କ୍ଷୁଦ୍ର ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ।!-->…
Read More...
Read More...
ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବ
ନୂଆଦିଲ୍ଲୀ: ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ-୧୯୯୬ ପ୍ରଣୟନର ବାର୍ଷିକୀ ଉପଲକ୍ଷେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୩ ଓ ୨୪, ୨୦୨୫ରେ!-->…
Read More...
Read More...