Browsing Category
News
ସମ୍ ହସ୍ପିଟାଲ ରେ ଶିଶୁଶଲ୍ୟ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳିତ
ଶିଶୁମାନେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଛନ୍ତି ସମ୍ ହସ୍ପିଟାଲ ଡାକ୍ତର । ଘରେ, ସ୍କୁଲ୍ରେ ଓ ରାସ୍ତାରେ ସେମାନଙ୍କ!-->!-->!-->…
Read More...
Read More...
ହସ୍ପିଟାଲରୁ ନବଜାତ ଶିଶୁ କନ୍ୟା ଚୋରି
ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ଚୋରି ହୋଇଥିବା ଖବର ସାମନାକୁ ଆସିଛି!-->…
Read More...
Read More...
ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ
ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ ଲାଇନ ପରୀକ୍ଷା ଫଳ I ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆଜି ସୂଚନା ଦିଆ ଯାଇଛି I ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ର!-->…
Read More...
Read More...
ମୂଲଚାଲ ବେଳେ ଧାରା ପଡିଲା ଦେଢ କୋଟି ଟଙ୍କା ମୂଲ୍ୟ ର ସାପ ବିଷ
ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍। ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି!-->…
Read More...
Read More...
ସରକାରଙ୍କ ନୂଆ ଗାଇଡଲାଇନରେ ଖୋଲା ମଞ୍ଚ କୁ ମିଳିଲା ଗ୍ରୀନ୍ ସିଗନାଲ୍
ରାଜ୍ୟରେ କରୋନା ପ୍ରକୋପ କ୍ରମଶଃ କମି କମି ଯାଉଥିବାବେଳେ ଆଜି ରାଜ୍ୟ ସରକାର ଆଉ ଏକ ନୂଆ ଗାଇଡ଼ ଲାଇନ ଆଣିଛନ୍ତି । ଏହି ଗାଇଡ଼ ଲାଇନ ଅନୁସାରେ ଯାତ୍ରା, ଅପେରା,!-->…
Read More...
Read More...
ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟ କହିଲେ ଷଡ଼ଯନ୍ତ୍ର ହୋଇଥିବା ପ୍ରମାଣ ନାହିଁ
ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାଁ ଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଜାମିନ ଅର୍ଡରେ କୁହାଯାଇଛି ଯେ!-->…
Read More...
Read More...
ଆସନ୍ତାକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ
ଆନ୍ଧ୍ର ଏହାର ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗି ରହି ରହିଛି। ଆସନ୍ତାକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ!-->…
Read More...
Read More...
‘ମିଶନ ୟୁପି’ ଜାରି ରହିବ : ରାକେଶ ଟିକାୟତ
ଗତ କାଲି ପ୍ରଧାନ ମନ୍ତ୍ରୀ ଦେଶ ହିତ ରେ ଦେଇଥିବା ଅଭିଭାଷଣ ରେ ୩ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି I ଏହା ସତ୍ତ୍ୱେ ଚାଷୀ ସଂଗଠନ ଗୁଡିକ!-->…
Read More...
Read More...
ଆପଣଙ୍କ ଆଜି ର ରାଶିଫଳ
ରାଶିଫଳ ୨୦ ନଭେମ୍ବର ୨୦୨୧ : ବୃଷ ରାଶି, କର୍କଟ ଏବଂ ଧନୁ ରାଶି ଲୋକଙ୍କ ପାଇଁ ଶନିବାର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଦିନ ହେବ I ସେମାନେ ଦୀର୍ଘ ଯାତ୍ରା କରିବା ଏବଂ!-->…
Read More...
Read More...
ଆନ୍ଧ୍ରପ୍ରଦେଶ ର ଲଘୁଚାପ ପ୍ରଭାବ ରେ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଅନେକ ଜିଲ୍ଲାରେ ବର୍ଷ ସମ୍ଭାବନା
ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି ଏହାର ପ୍ରଭାବ ରେ ଆନ୍ଧ୍ରପ୍ରଦେଶ ର କେତେକ ଉପକୂଳ ବର୍ତ୍ତୀ ଜିଲା ଗୁଡିକରେ ଖୁବ ଜୋର ବର୍ଷ ହେଉଛି!-->…
Read More...
Read More...