Browsing Category
News
ରାଜଧାନୀ ଜୟଦୁର୍ଗା ନଗର କଣ୍ଟେନମେଣ୍ଟ ଅଂଚଳ ଘୋଷିତ
ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ । ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଦୁଇ ଜଣ ରୋନା!-->…
Read More...
Read More...
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା : ବିଭିନ୍ନ ଆବାସ ଯୋଜନା ଘର ମରାମତି ପାଇଁ ମିଳିବ ସହାୟତା…
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବ ପୂର୍ବରୁ ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଡ଼ ଘୋଷଣା କରିଛନ୍ତି I ଘୋଷଣା!-->…
Read More...
Read More...
ଭାରତ ବିରୁଦ୍ଧରେ ପାକିସ୍ତାନ ର ଆଉ ଏକ ବଡ ଷଡଯନ୍ତ୍ର : ଭାରତ ବିରୋଧୀ ପ୍ରଚାର ପାଇଁ ୨୦ ଟି ୟୁଟ୍ୟୁବ୍ ଚ୍ୟାନେଲ୍…
ଭାରତ ବିରୋଧରେ ପାକିସ୍ତାନ ତାର ଅଭିନବ ପ୍ରଚାର ଅଭିଯାନ ଆରମ୍ଭ କରିଛି I ଏ ସଂକ୍ରାନ୍ତରେ ଜଣାପଡିବାପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ କଠୋର ପଦକ୍ଷେପ!-->…
Read More...
Read More...
‘କୃଷକ ହତ୍ୟାକାରୀ ହାଏ -ହାଏ ‘ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରାଟ ପଦଯାତ୍ରା
ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ କୁ ନେଇ ଲଢେଇ କୁ ଜୋରଦାର କଲେଣି ବିରୋଧୀ ଇ ଏ ସଂକ୍ରାନ୍ତରେ ଆଜି ବିରୋଧୀ ସାଂସଦମାନେ ଆଜି ମିଳିତ ଭାବରେ ସଂସଦ ରୁ ବାହାରି!-->…
Read More...
Read More...
ପ୍ରିୟଙ୍କା ଗାନ୍ଧୀ କହିଲେ’ମୋ ପିଲାମାନଙ୍କର ଇନଷ୍ଟାଗ୍ରାମ ମଧ୍ୟ ହ୍ୟାକ୍ କରାଯାଉଛି’, ସରକାରଙ୍କର ଆଉ…
ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଭିଯୋଗର ଚାରିଆଡ଼େ ଚାଲିଛି । ୟୁପି ସରକାରଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧୀ ଗୁରୁତର ଅଭିଯୋଗ!-->…
Read More...
Read More...
କଲିକତା ପୌର ନିର୍ବାଚନ : କଂଗ୍ରେସ,ବାମଦଳ ସଫା,ବିଜେପି ର ହାତ ଖାଲି
କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ୧୪୪ ଟି ୱାର୍ଡ ପାଇଁ ଭୋଟ୍ ଗଣନା ଚାଲିଛି ଗଣତି ର ପ୍ରାରମ୍ଭିକ ଅବସ୍ଥାରେ , ଟିଏମସି!-->…
Read More...
Read More...
ଐଶ୍ୱର୍ଯ୍ୟାଙ୍କୁ ଇଡି ର ସମନ ପରେ,ଜୟା ବଚ୍ଚନ ଙ୍କ ରାଗ ପଞ୍ଚମ ରେ, ସଂସଦରେ କହିଲେ ..
ଗତ କାଲି ପାନାମା ପେପର ଲିକ୍ ମାମଲାରେ ଏଇ ଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ର ସମନ ଅନୁଯାୟୀ ତାଙ୍କୁ ଦିଲ୍ଲୀସ୍ଥିତ ଇଡି ଅଫିସରେ ସାଢେ ଛ'ଘଣ୍ଟା ଧରି ମାରାଥନ ଜେରା!-->…
Read More...
Read More...
ଓଡ଼ିଶାରେ ଓମିକ୍ରନ : ବଢ଼ିଲା ଚିନ୍ତା
ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ I ଜିନୋମ୍ ସିକ୍ୱେନ୍ସିଂରୁ ଏହି ଦୁଇ ବିଦେଶ ଫେରନ୍ତା ଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି I ଦୁଇ ବିଦେଶୀଙ୍କ ମଧ୍ୟରୁ ଜଣେ!-->…
Read More...
Read More...
ସକାଳ ଜଳଖିଆ ଠିକ ସମୟରେ ନ ଖାଇଲେ ହୋଇପାରେ ଏହି ସବୁ ସମସ୍ୟା
ଆମର ଏକ ପ୍ରକାର ଭୁଲ ହେଉଛି ଆମେ ସକାଳ ଜଳଖିଆ କୁ କେବେ ମଧ୍ୟ ଠିକ ସମୟରେ ଖାଇ ନ ଥାଉ I ଏମିତିକି ବିଛଣା ଛାଡିବାର ଦୀର୍ଘ ସମୟ ପରେ ମଧ୍ୟ ବ୍ରଶ କରି ନ ଥାଉ ଇ ଏହା!-->…
Read More...
Read More...
ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ କଦଳୀ
କଦଳୀ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା: କଦଳୀ ଏପରି ଏକ ଫଳ, ଯାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଦେବା ପାଇଁ କାମ କରେ I ଯଦି ଆପଣଙ୍କର ଶ୍ୱାସ ଭଳି ସମସ୍ୟା ରହୁଛି!-->…
Read More...
Read More...