Browsing Category
News
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟା
ଫ୍ୟାଶନ ଶୋରେ ଢୋକରା, ଟେରାକୋଟା ଏବଂ ଜନଜାତି ଅଳଙ୍କାରର ପ୍ରଦର୍ଶନ
ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ!-->!-->!-->…
Read More...
Read More...
ଚଳିତ ବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା: ପିସିସିଏଫ୍
ଭୁବନେଶ୍ୱର : ଦୀର୍ଘ ଦିନ ହେଲା ରାଜ୍ୟରେ ବର୍ଷା ନଥିବାରୁ ଚଳିତ ବର୍ଷ ଅହେତୁକ ଗରମ ସାଙ୍ଗକୁ ଜଙ୍ଗଲ ନିଆଁ ଅଧିକ ବ୍ୟାପିବ । ବର୍ତ୍ତମାନ ଗଛ ପତ୍ର ଝଡ଼ା ଦେଇଥିବା ବେଳେ!-->…
Read More...
Read More...
କିଟ୍ ପ୍ରଥମ ଏନ୍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍ନିକ
ଭୁବନେଶ୍ୱର,୫ା୨: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରିଡିଟେସନ୍ (ଏନ୍ବିଏ) ମାନ୍ୟତା ପ୍ରାପ୍ତ!-->…
Read More...
Read More...
ଆଇଆଇଟି ଭୁବନେଶ୍ୱରର ଇ-ସମ୍ମିଳନୀ ଆରମ୍ଭ
ଇ-ସମ୍ମିଳନୀର ବିଷୟବସ୍ତୁ ହେଉଛି "ସ୍ଥିରତା: ନିରନ୍ତର ସଫଳତାର ରହସ୍ୟ"
ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରର ବାର୍ଷିକ ଉଦ୍ୟୋଗୀ ସମ୍ମିଳନୀ ୩ ଫେବୃଆରୀରୁ ଆରମ୍ଭ!-->!-->!-->…
Read More...
Read More...
କିଟ୍ ସିଲ୍ଭର୍ କାର୍ନିଭାଲ୍ ଉଦ୍ଘାଟିତ, ମନ ମୋହୁଛି କିଟ୍ ପରିସର
ଭୁବନେଶ୍ୱର, ୩ ।୨: କିଟ୍ର ୨୫ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଗତ ନଭେମ୍ବର ୧୬ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ରୌପ୍ୟ ଜୟନ୍ତୀ ବର୍ଷ ପାଳିତ ହେଉଛି । ଏହି!-->…
Read More...
Read More...
ଫୁସ୍ଫୁସ୍ ଜନିତ ସମସ୍ୟା ବୃଦ୍ଧି ଯକ୍ଷ୍ମା ନିରାକରଣରେ ବାଧକ ହେଉଛି : ବିଶେଷଜ୍ଞ
ଭୁବନେଶ୍ୱର , ୦୫/ ୦୨ : କୋଭିଡ ମହାମାରୀ ପରବର୍ତୀ ସମୟରେ ବିଭିନ୍ନ ଫୁସ୍ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଯକ୍ଷ୍ମା (ଟିବି) ଭଳି ମାରାତ୍ମକ ବ୍ୟାଧିକୁ!-->…
Read More...
Read More...
ସମ୍ମମ୍ରେ ବିଶ୍ୱ କର୍କଟ ଦିବସ ପାଳିତ
ଭୁବନେଶ୍ୱର , ୦୫/ ୦୨ : ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ଅବସରରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କୁ ନେଇ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ!-->…
Read More...
Read More...
କିଟ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନା ଚକ୍ର
ଭୁବନେଶ୍ୱର,୫ା୨: ମୁକ୍ତ ଉତ୍ସକୁ ବ୍ୟବହାର କରି ଗ୍ରନ୍ଥାଗାରିକ, ଛାତ୍ରଛାତ୍ରୀ, ପାଠକ ଏବଂ ଗବେଷକମାନେ ଲାଭବାନ ହୋଇପାରିବେ । ଗବେଷଣା କ୍ଷେତ୍ରରେ ମକ୍ତୁ ଉତ୍ସ ଅନେକ!-->…
Read More...
Read More...
ଆଗାମୀ ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ
ସମ୍ଭାବ୍ୟ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର : ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ବୃହତ ଶିଳ୍ପଶକ୍ତି!-->!-->!-->…
Read More...
Read More...
ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,ପଦ୍ମଶ୍ରୀ ସମ୍ମାନରେ ହେବେ ସମ୍ମାନିତ
ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି!-->…
Read More...
Read More...