Browsing Category

NATIONAL

ନିର୍ବାଚନ ଆୟୋଗରେ ପ୍ରଶାସନିକ କନ୍ଦଳ: RTI ଦଲିଲରୁ ପଦାକୁ ଆସିଲା ବରିଷ୍ଠ ଅଧିକାରୀଙ୍କ ବିବାଦ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଭିତରେ ସବୁକିଛି ଠିକ୍ ଚାଲି ନଥିବା ନେଇ ବଡ଼ ଧରଣର ସୂଚନା ସାମ୍ନାକୁ ଆସିଛି। ଭୋଟର ତାଲିକା, ପ୍ରଶାସନିକ ନିୟନ୍ତ୍ରଣ…
Read More...

ଆନ୍ଧ୍ରପ୍ରଦେଶରେ ରାଜନୈତିକ ତାତି: ନାମାଙ୍କନ ଦାଖଲକୁ ନେଇ TDP-YSRCP ମୁହାଁମୁହିଁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଶାସକ…
Read More...

ଗ୍ରାମାଂଚଳରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଟ୍ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:ସଡ଼କ ଦୁର୍ଘଟଣା ଓ ପଦଚାରୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଏବେ ସମସ୍ତ ପ୍ରକାରର ଗ୍ରାମୀଣ ରାସ୍ତାରେ…
Read More...

ଇଣ୍ଡିଆ କେମ୍ ୨୦୨୬ ବୈଠକ ରେ ଓଡ଼ିଶାରେ ନିବେଶ ପାଇଁ ଦେଶବିଦେଶର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ମୁମ୍ବାଇ: ମୁମ୍ବାଇଠାରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬'ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ…
Read More...

ଇନଷ୍ଟାରେ ସୋନିଆ ଗାନ୍ଧୀ, ସେୟାର କଲେ ଆତ୍ମଜୀବନୀ

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି। ଏହି ଅବସରରେ ସେ ନିଜର…
Read More...

ଏସିଆନ୍ ପାରା ଗେମ୍ସରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଭାରତୀୟ ଖେଳାଳି ଗିରଫ

ନୂଆଦିଲ୍ଲୀ:ଭାରତୀୟ ଖେଳାଳି ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ…
Read More...

ସାଉଦି ବିମାନବନ୍ଦରରେ ଡ୍ରୋନ୍ ହମ୍‌ଲା : ଜଣଙ୍କ ମୃତ୍ୟୁ ଓ ୮ ଆହତ

ନୂଆଦିଲ୍ଲୀ: ସାଉଦି ଆରବର ଦମ୍ମାମସ୍ଥିତ କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ସାଉଦି…
Read More...

ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣା: ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ଏକ ବଡ଼ ତଥ୍ୟ ପଦାକୁ ଆସିଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କ ପ୍ରଥମ…
Read More...