Browsing Category
Other Exams
୫ଟି ଅଧୀନରେ ଦ୍ୱିତୀୟ ପର୍ଯ୍ୟାୟ ରେ ୨୯୦୮ଟି ସ୍କୁଲ ର ହେଲା ରୂପାନ୍ତରଣ
ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ୟ୍ୟାୟ ସ୍କୁଲ ରୂପାନ୍ତରଣ ଶେଷ ହୋଇଛି । ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ!-->…
Read More...
Read More...
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ, ଶିକ୍ଷା ବିଭାଗ ଓ ୟୁପିଏସସିକୁ ୟୁଜିସିର ତାଗିଦ୍
ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଉପରେ ମାନ୍ୟବର ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି), ରାଜ୍ୟ!-->…
Read More...
Read More...
ଏବର୍ଷ ୩ ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖା ବାତିଲ
ଏବର୍ଷ ତିନି ବିଶ୍ୱବିଦ୍ୟାଳୟରେ ହେବନି ବିଇଡି ପାଠପଢ଼଼ା। ରାଜେନ୍ଦ୍ର, ଖଲ୍ଲିକୋଟ ଓ କଳାହାଣ୍ଡି ଆଦି ତିନି ବିଶ୍ୱବିଦ୍ୟାଳୟକୁ ଏନସିଟିଇ ଛାଟ ଲାଗିଛି। ସଠିକ୍ ସମୟରେ!-->…
Read More...
Read More...
ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟି’ର ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉଦ୍ବୋଧନ
ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଇଡ଼ିଆ, ଇନୋଭେସନ ଏବଂ ଆକାଂକ୍ଷାର ଅପୂର୍ବ ସମାହାର-ଧର୍ମେନ୍ଦ୍ର ପ୍ରଧାନ
- ମେଘାଳୟର ମୁଖ୍ୟମନ୍ତ୍ରୀ କରନାଡ୍!-->!-->!-->!-->!-->!-->!-->…
Read More...
Read More...
ପ୍ରାଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ନେଇ ‘ଇନଷ୍ଟିଚ୍ୟୁସନାଲ୍ ମେକାନିଜିମ ରିପୋର୍ଟ’ର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…
ପ୍ରାଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ନେଇ ‘ଇନଷ୍ଟିଚ୍ୟୁସନାଲ୍ ମେକାନିଜିମ ରିପୋର୍ଟ’ର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ!-->…
Read More...
Read More...
ଆନ୍ଧ୍ର ରେ ଓଡ଼ିଆ ବିଦ୍ୟାଳୟ ବନ୍ଦ ହେଲା
ଆନ୍ଧ୍ର ସରକାର ଙ୍କ ଅସହିଷ୍ଣୁତା ର ଜ୍ୱଳନ୍ତ ନିଦର୍ଶନ I ଗୋଟିଏ ପଟେ ଓଡ଼ିଶାର ଭୌଗୋଳିକ ମାନଚିତ୍ରକୁ ଖଣ୍ଡ ବିଖଣ୍ଡିତ କରିବାର ଷଡ଼ଯନ୍ତ୍ର, ଜମି, ଜଳ, ଜଙ୍ଗଲ ସବୁଥିରେ!-->…
Read More...
Read More...
NEET-୨୦୨୨ : ପିଜି ପରୀକ୍ଷା ଘୁଞ୍ଚିବ ନାହିଁ ,ଆବେଦନ ଖାରଜ କଲେ ସୁପ୍ରୀମ୍କୋର୍ଟ
ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାସନାଲ ଏଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ (NEET PG) 2022 ର ସ୍ଥଗିତ ରଖିବାକୁ ଏକ ଆବେଦନକୁ!-->…
Read More...
Read More...
ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟର ନବ କଳେବର : ୧୫୦୦ କୋଟି ଖର୍ଚ୍ଚ କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ଏଥିପାଇଁ ତିନି ବର୍ଷରେ ପ୍ରାୟ!-->…
Read More...
Read More...
ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରିବ : ଧର୍ମେନ୍ଦ୍ର…
ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଭାରତୀୟ!-->…
Read More...
Read More...
ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ: ସୁବ୍ରତ ବାଗ୍ଚୀ
ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ। କାରଣ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ ବରଂ!-->…
Read More...
Read More...