Browsing Category

Vegetable Fruits &Flower Farming

ପିଜୁଳି ଚାଷ

ଭାରତରେ ଚାଷ କରାଯାଉଥିବା ଫଳମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଉତ୍ତର ପ୍ରଦେଶ ଏବଂ ବିହାରରେ ଏହା ବିଶେଷ ଭାବେ ଚାଷ କରାଯାଇଥାଏ । ଏହା ଆମେରିକାରେ ଜନ୍ମ ନେଇଛି ବୋଲି
Read More...

କଦଳୀ ଚାଷ

ସମଗ୍ର ପୃଥିବୀରେ ଚାଷ କରାଯାଇôବା ପୁରାତନ ଫଳମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଏହାକୁଅତି ପବିତ୍ର ବୋଲି ମନେକରାଯାଏ । ଏସିଆର ଉଷ୍ଣ ଆର୍ଦ୍ର ଅଞ୍ଚଳରେ ପ୍ରଥମେ କଦଳୀ ଚାଷ
Read More...

ନଡ଼ିଆ ଚାଷ

ନଡ଼ିଆ ଏକ ଅତି ପବିତ୍ର ଫଳ । ପ୍ରତି ପୂଜାପାର୍ବଣରେ ଏହାର ଆବଶ୍ୟକତା ରହିଛି । ନଡ଼ିଆ ଗଛର ପ୍ରତି ଅଂଶ ଆମ ଦରକାରରେ ଆସିଥାଏ । ପଇଡ଼ ପାଣିକୁ ପାନୀୟ ରୂପେ ଅନେକ ଲୋକ
Read More...

ଆମ୍ବ ଚାଷ

ଆମ୍ବକୁ ଭାରତର ଜାତୀୟ ଫଳ କୁହାଯାଏ । ବହୁ ପୂର୍ବରୁ ଏହା ଆମ ଦେଶରେ ଚାଷ କରାଯାଉଛି । ରାମାୟଣ ଓ ମହାଭାରତ ଯୁଗରେ ଆମ୍ବ ଗଛ ଥିବା କଥା ଲେଖାଯାଇଛି । ଭାରତର ଅଧିକାଂଶ
Read More...

କାଗଜ ଫୁଲ ଚାଷ

ଏହାକୁ ଇଂରାଜୀରେ ବୋଗନଭିଲ୍ଲା କୁହାଯାଏ । ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ଲଗାଯାଏ । ଏହା ଉଭୟ ବୁଦା ଏବଂ ଲତାଜାତିର ହୋଇଥାଏ । ଏହା ପ୍ରଥମେ ଦକ୍ଷିଣ
Read More...

ଡାଲିଆ ଫୁଲ ଚାଷ

ଡାଲିଆ ଫୁଲର ଜନ୍ମ ମେକ୍‌ସିକୋରେ ହୋଇଛି । କ୍ରମେ ଏହା ଅନ୍ୟାନ୍ୟ ଦେଶକୁ ଆସିଛି । ଅନ୍ୟାନ୍ୟ ଫୁଲ ତୁଳନାରେ ଏହା ଆକାରରେ ବଡ଼ । ଥଣ୍ଡା ଜଳବାୟୁରେ ଏହା ଭଲ ହୋଇଥାଏ । ଆମ
Read More...

ସେବତୀ ଫୁଲ ଚାଷ

ଆଜିକାଲି ସେବତୀ ଫୁଲର ଆଦର ଅନେକ ବଢ଼ିଗଲାଣି । ଶୀତଦିନେ ବଗିଚ।।ରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାକୁ ଚାଷ କରାଯାଉଛି । ସେବତୀ ପତ୍ରରୁ ମଧ୍ୟ କେତେକ କୀଟନାଶକ ଔଷଧ
Read More...