କର୍ନାଟକ ବିଧାନସଭାରେ ୧୦ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ନେଇ ସରକାରଙ୍କୁ ଘେରିଲା ଭାଜପା

362

କର୍ନାଟକ ବିଧାନସଭାରେ ୧୦ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛି ଭାଜପା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କଂଗ୍ରେସ ସରକାରଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି ଏବଂ ଏହାକୁ ଗଣତନ୍ତ୍ରର ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆଜି ଗଣତନ୍ତ୍ରର କଳା ଦିନ। ଗଣତନ୍ତ୍ରକୁ ହତ୍ୟା କରାଯାଇଛି। କେବଳ ଏକ ଛୋଟ ବିରୋଧ ପ୍ରଦର୍ଶନ ପାଇଁ ୧୦ ଭାଜପା ବିଧାୟକଙ୍କୁ ନିଲମ୍ବନ କରାଯାଇଛି।

Comments are closed, but trackbacks and pingbacks are open.