ଜାତୀୟ କୁସ୍ତିଯୋଦ୍ଧା ନିଶା ଦାହିୟା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି :ଗୋଂଡାରେ ଜାତୀୟ ଚାମ୍ପିଅନସିପ ଖେଳୁଛନ୍ତି

19

ପୂର୍ବରୁ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଇଥିବା ଖବର ଅନୁଯାୟୀ ହରିୟାଣା ର ଜାତୀୟ ସ୍ତରର କୁସ୍ତି ଯୋଦ୍ଧା ନିଶା ଦାହିୟା ଏବଂ ତାଙ୍କ ଭାଇ ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଥିଲା I ଏ ସଂପର୍କରେ ନିଶା ଦାହିୟା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ସମୁର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଥିବା କଥା ସ୍ପଷ୍ଟ କରିଛନ୍ତି I ଏବଂ ସେ ଗୋଂଡାରେ ଜାତୀୟ ଚାମ୍ପିଅନସିପ ଖେଳୁଛନ୍ତି I

( ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ କରିଥିବା ହେତୁ ଆମେ କ୍ଷମା ପ୍ରାର୍ଥନା କରୁଛୁ ) I

Leave A Reply

Your email address will not be published.