ଭୁବନେଶ୍ବର: ଭୁବନେଶ୍ବରେର ଗୁଡ଼ି ମାଞ୍ଜା ସୂତା ଲାଗି ଜେଣ ଯୁବକ ଗୁରୁତର ହୋଇଛନ୍ତି। ଯୁବକଙ୍କ ବେକ ଓ ହାତରେ ଲାଗିଛି ଗଭୀର ଆଘାତ। ଖବର ଅନୁସାରେ ପୋଖରୀପୁଟ ଅଞ୍ଚଳରେ ବାଇକେର ଯିବା ବେେଳ ମାଞ୍ଜା ସୂତା ଲାଗିଥିଲା। ଏହା ପରା ଗାଡ଼ିରୁ ଯୁବକ ଜଣକ ପଡ଼ିଯିବାରୁ ତାଙ୍କୁ ଗଭୀର ଆଘାତ ଲାଗିଛି। ତାଙ୍କ ବେକ ଓ ହାତରେ ଗଭୀର ଭାବେ ଆଘାତ ଲାଗିଛି। ସ୍ଥାନୀୟ ଲୋକ ଯୁବକ ଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.