ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

145

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଖ୍ରୀଷ୍ଟମାସ। ଖ୍ରୀଷ୍ଟିଆନମାନଙ୍କର ଆଜି ହେଉଛି ବଡ ପର୍ବ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶାନ୍ତି, କରୁଣା ଏବଂ ଆଶାରେ ପରିପୂର୍ଣ୍ଣ ଏକ ଆନନ୍ଦମୟ ଖ୍ରୀଷ୍ଟମାସର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, “ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଆମ ସମାଜର ସଦ୍ଭାବକୁ ମଜବୁତ କରୁ”, ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରି କହିଛନ୍ତି: “ସମସ୍ତଙ୍କୁ ଶାନ୍ତି, କରୁଣା ଏବଂ ଆଶାରେ ପରିପୂର୍ଣ୍ଣ ଏକ ଆନନ୍ଦମୟ ଖ୍ରୀଷ୍ଟମାସର ଶୁଭକାମନା। ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଆମ ସମାଜରେ ସଦ୍ଭାବକୁ ମଜବୁତ କରୁ।”

Comments are closed, but trackbacks and pingbacks are open.