ଭୁବନେଶ୍ବର: ପଞ୍ଚୁକରେ ଅଘଟଣ। କୀର୍ତ୍ତନ କରିବାକୁ ଆସିଥିଲେ ଦୁଇ ନାବାଳକ। କିନ୍ତୁ ଗାଧୋଉଥିବା ବେଳେ ଦୁଇ ନାବାଳକ ବୁଡ଼ିଗଲେ। ଖାନନଗର ସ୍ଥିତ କାଠଯୋଡ଼ିରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ନାବାଳକ। ଦୁଇ ଜଣ ନାବାଳକ ହେଲେ ଓମ୍ ଆୟୁଷ ବାରିକ(୧୨) ଓ ଓମ୍ ପ୍ରକାଶ ମହାରଣା(୧୫)। ଉଭୟ କଟକ ଭଗତପୁର ବଗଲା ଅଞ୍ଚଳର ବୋଲି ଜଣାଯାଇଛି। ଦୁଇ ନାବାଳକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ଖାନନଗର ସ୍ଥିତ କାଠଯୋଡ଼ିରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ Minors। ଦୁଇ ଜଣ ନାବାଳକ ହେଲେ ଓମ୍ ଆୟୁଷ ବାରିକ(୧୨) ଓ ଓମ୍ ପ୍ରକାଶ ମହାରଣା(୧୫)। ଉଭୟ କଟକ ଭଗତପୁର ବଗଲା ଅଞ୍ଚଳର ବୋଲି ଜଣାଯାଇଛି।
Comments are closed, but trackbacks and pingbacks are open.