ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

204

ନୂଆଦିଲ୍ଲୀ: ଆଜି ସାରା ଭାରତ ବର୍ଷରେ ପାଳନ ହେଉଛି ୭୯ତମ ସ୍ୱାଧୀନତା ଦିବସ। ଚାରିଆଡେ ବେଶ ଉତ୍ସବ ମୁଖର। ସ୍କୁଲ କଲେଜଠାରୁ ଆରମ୍ଭ କରି ସରକାରୀ ଘରୋଇ କାର୍ଯ୍ୟାଳୟ ଚାରିଆଡେ ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଲାଲକିଲ୍ଲାରେ ପାଳିତ ହୋଇଛି ଜାତୀୟ ସ୍ତରର ସ୍ବାଧୀନତା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା ପରେ, ଭାରତୀୟ ବାୟୁସେନାର ଦୁଇଟି ଗସ-୧୭ ହେଲିକପ୍ଟରରୁ ଆକାଶ ମାର୍ଗରୁ ପୁଷ୍ପବୃଷ୍ଟି କରାଯାଇଥିଲା। ଗୋଟିଏ ହେଲିକପ୍ଟରରେ ଜାତୀୟ ପତାକା ଏବଂ ଅନ୍ୟଟିରେ ‘ଅପରେସନ୍ ସିନ୍ଦୂର’ର ପତାକା ଧରି ଆକାଶରେ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହି ହେଲିକପ୍ଟରଗୁଡ଼ିକୁ ୱିଙ୍ଗ କମାଣ୍ଡର ବିନୟ ପୁନିଆ ଏବଂ ୱିଙ୍ଗ କମାଣ୍ଡର ଆଦିତ୍ୟ ଜୟସୱାଲ ଉଡ଼ାଇଥିଲେ।

13 Comments
  1. buy enclomiphene using mastercard

    how to buy enclomiphene cheap from usa

  2. gratuit kamagra canada

    pharmacie en ligne usa kamagra

    achat kamagra buy online en ligne a bon compte

  3. get androxal how to purchase viagra

    Next day fedex shipping for androxal

  4. discount flexeril cyclobenzaprine uk meds

    order flexeril cyclobenzaprine cheap online canada

  5. how to order dutasteride australia purchase

    buying dutasteride generic real

  6. cheap generic gabapentin canada

    how to order gabapentin canada internet

  7. buy cheap fildena australia suppliers

    discount fildena cheap with fast shipping

  8. ordering itraconazole american pharmacy

    purchase itraconazole buy from canada

  9. get staxyn generic uae

    buy cheap staxyn uk online

    how to get it up without staxyn

  10. discount avodart buy sydney

    ordering avodart buy online no prescription

  11. vente de xifaxan

    ordering xifaxan generic available in united states

  12. how to buy rifaximin australia where to buy

    purchase rifaximin generic alternative

  13. kamagra online nákup

    koupit levné kamagra bez lékařského předpisu

    obecné kamagra rychlé dodání

Comments are closed, but trackbacks and pingbacks are open.