ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦଘାଟିତ

197

କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ କୋଠାର ଉଦଘାଟନ କରିଛନ୍ତି। ଏହା ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟସେବା ପଦବୀ ପୂରଣ ହେବ ବୋଲି ଘୋଷଣା କରିଛନ୍ତି । ଏହା ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବଡ଼ ପଦକ୍ଷେପ। ଏହି ନୂଆ ବ୍ଲକ କୋରାପୁଟ ଜିଲ୍ଲା ସହ ପାଖାପାଖି ଜିଲ୍ଲା ଓ ଛତିଶଗଡ଼ର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାରେ ବଡ଼ ସହାୟକ ହେବ। ସେହିପରି ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡର ୬ ଲେନ୍ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ହସ୍ପିଟାଲରେ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ବେଡ୍ ଅଭାବ ହେତୁ ଅନେକ ରୋଗୀ ବ୍ରହ୍ମପୁର, ଭୁବନେଶ୍ୱର, କଟକ କିମ୍ବା ବିଶାଖାପାଟଣା ଯାଉଛନ୍ତି।
ନୂଆ କୋଠା ଯୋଗୁଁ ସ୍ଥାନୀୟ ସ୍ତରରେ ଉନ୍ନତ ଚିକିତ୍ସା ମିଳିପାରିବ। ସ୍ଥାନୀୟ ଲୋକେ ଆଶା କରୁଛନ୍ତି, ଏହା ସହ ଅଧିକ ଡାକ୍ତର ନିଯୁକ୍ତି ହେବ। ଦୀର୍ଘ ଦିନରୁ ଖାଲି ଥିବା ପଦବୀ ପୂରଣ ହେବ ଓ ସେବାରେ ଉନ୍ନତି ହେବ। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ମାଝୀ କୋରାପୁଟ ସରକାରୀ କଲେଜ ମୈଦାନରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ଓଡ଼ିଶା ସରକାରଙ୍କର ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ମଜବୁତ କରିବା ପାଇଁ ପ୍ରତିବଦ୍ଧତା ବିଷୟରେ କହିଛନ୍ତି।

13 Comments
  1. meilleur prix générique kamagra

    sans ordonnance kamagra naturel

  2. cheapest buy enclomiphene purchase tablets

    how to buy enclomiphene france where to buy

  3. purchase androxal uk buy cheap

    how to order androxal generic release date

  4. dutasteride usa where to buy

    buy cheap dutasteride cheap in uk

  5. acheter flexeril cyclobenzaprine

    cheapest buy flexeril cyclobenzaprine generic drug

  6. get fildena without prescriptions canada

    cheapest buy fildena buy online australia

  7. ordering gabapentin buy singapore

    how to order gabapentin price in canada

  8. itraconazole no doctors consult

    buy cheap itraconazole uk meds

  9. buy cheap avodart without recipe

    cheapest buy avodart no prescription needed

  10. how to order staxyn generic pharmacy canada

    order staxyn buy dublin

  11. is there anything over the counter like xifaxan

    cheapest buy xifaxan generic from canada

  12. order rifaximin cheap to buy online

    cheap rifaximin australia over the counter

  13. kamagra přeprava

    kamagra objedná

    kde koupit kamagra singapore

Comments are closed, but trackbacks and pingbacks are open.