ଅପେରସନ”ଗରୁଡ଼” ଅଭିଯାନ ସଫଳ

301

ଭୁବନେଶ୍ୱର:ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଡିଜିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।ସୂଚନା ଅନୁଯାୟୀ ଅପରେସନ୍ ଗରୁଡ଼ର ପ୍ରଥମ ସପ୍ତାହରେ ୩୧୮୯ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି । ସେହିପରି ୮୯୦ଟି ଅବକାରୀ ମାମଲାରେ ୧୭,୦୬,୯୫୫ ଲିଟର ମଦ ଜବତ କରାଯାଇଛି । ତତସହିତ ୫୧ଟି ବେଆଇନ ଅସ୍ତ୍ରଶସ୍ତ୍ର, ୯୫ ଗୁଳିଗୋଳା ଏବଂ ୧,୪୫,୫୦୦ ଟଙ୍କା ଜବତ ହୋଇଛି । ସେହିପରି ୧୧ଟି ଏନଡିପିଏସ୍ ମାମଲା ସହିତ ୮୮୮ କିଲୋଗ୍ରାମ ଗଞ୍ଜେଇ ଏବଂ ୬୮.୫୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ଏବଂ ୨ଟି କାର ଏବଂ ୬୩,୭୫୦ ଟଙ୍କା ମଧ୍ୟ ପୋଲିସ ଜବତ କରିବାରେ ସଫଳ ହୋଇଛି ।ଜୁଆ ମାମଲା ୧୧ଟି ଆସିଥିବାବେଳେ ୨,୭୯,୪୮୫ ଟଙ୍କା ଜବତ ହୋଇଛି । ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନାରେ ୧୧୫ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୧୫ ଯାନ ଜବତ ହୋଇଛି ।

13 Comments
  1. comprar androxal mexico

    order androxal cost usa

  2. pharmacie canadienne qui vend le kamagra fabriqué en inde

    kamagra sans ordonnance canadienne

  3. buying enclomiphene singapore where to buy

    get enclomiphene generic real

  4. buying flexeril cyclobenzaprine generic effectiveness

    buying flexeril cyclobenzaprine canada how to buy

  5. chinese dutasteride pills for sale in the usa

    comprar dutasteride contrareembolso

  6. how to order gabapentin australia to buy

    purchase gabapentin generic is it safe

  7. how to buy fildena canada shipping

    buy cheap fildena uk buy cheap

  8. online order itraconazole generic lowest price

    buy itraconazole price australia

  9. discount staxyn us overnight delivery

    ordering staxyn generic in usa

  10. discount avodart cheap prices

    ordering avodart generic in usa

  11. how to buy rifaximin usa drugstore

    buying rifaximin generic in us

  12. cheapest buy xifaxan cheap pharmacy

    buying xifaxan generic online uk

  13. nákup kamagra online bez lékařského předpisu

    kamagra 50 mg nízké náklady

Comments are closed, but trackbacks and pingbacks are open.