ଗ୍ରୀସରେ ଜାତୀୟ ରେକର୍ଡ ସ୍ଥାପନ କଲେ ଓଡ଼ିଆ ଧାବକ ଅନିମେଶ କୁଜୁର: ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

149

ଭୁବନେଶ୍ଵର: ଓଡ଼ିଆ ଧାବକ ଅନିମେଶ କୁଜୁର ଗ୍ରୀସରେ ଅନୁଷ୍ଠିତ ଡ୍ରୋମିଆ ଇଣ୍ଟରନ୍ୟାନାଲ ସ୍ପ୍ରିଣ୍ଟ ଓ ରିଲେ ମିଟ୍‌ରେ ଜାତୀୟ ରେକର୍ଡ କରିଛନ୍ତି। ସେ ୧୦ଦଶମିକ ୧୮ ସେକେଣ୍ଡରେ ଦୌଡ ସଂପୂର୍ଣ୍ଣ କରି ଦେଶ ତଥା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅନିମେଶଙ୍କୁ ଶୁଭକାମନା ଜଣାଇଛନ୍ତି।

Comments are closed, but trackbacks and pingbacks are open.