ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୮ ତାରିଖରେ ପକ୍ଷୀଗଣନା କରାଯିବ । ଏନେଇ ପିସିସିଏଫ ପ୍ରେମ କୁମାର ଝର ଗୁରୁବାର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା ସରିବ । ଫ୍ଲେମିଙ୍ଗ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜାଣିବା ପାଇର୍ ପଦକ୍ଷେପ ନିଆଯିବ । ୧୦ଟି ଫ୍ଲେମିଙ୍ଗ ପକ୍ଷୀଙ୍କ ଗୋଡ଼ରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବ ବୋଲି ପିସିସିଏଫ ପ୍ରେମ କୁମାର ଝର ଗୁରୁବାର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.