ସେପ୍ଟେମ୍ବର ୧୨ ରେ ହେବ ‘ନିଟ’ ପରୀକ୍ଷା : ସୁପ୍ରିମକୋର୍ଟ

24

ସିବିଏସସି କମ୍ପାର୍ଟମେଣ୍ଟ ପରୀକ୍ଷା ଦେଉଥିବା କିଛି ଛାତ୍ର ଛାତ୍ରୀ ନିଟ UG ପରୀକ୍ଷା ର ତାରିଖରେ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ପିଟିସନ କୁ ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେଛନ୍ତି I NTA ଙ୍କ ଆଗରେ ନିଜର ଅଭିଯୋଗ ରଖିବାକୁ କହିଛନ୍ତି କୋର୍ଟ। କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାକୁ ଆମର ପ୍ଲାଟଫର୍ମ ବ୍ୟବହାର କରନ୍ତୁ ନାହିଁ। ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତିକୁ ନେଇ କୋର୍ଟ ଏପରି କହିଛନ୍ତି।
ଜଷ୍ଟିସ ଖାନୱିଲକର ମମାଲର ଶୁଣାଣି କରି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଏଜେନ୍ସି କିମ୍ବା କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ କହିଛନ୍ତି।

Leave A Reply

Your email address will not be published.