ଭିଜିଲାନ୍ସ ଜାଲ ରେ ପଡ଼ିଲେ ବିଜେପୁର ବିଡିଓ

38

ଭିଜିଲାନ୍ସ ଫାଶରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିଛି ଭିଜିଲାନ୍ସ । ଗାଡ଼ିରେ ୩ ଲକ୍ଷ ୫୧ ଶହ ଟଙ୍କା ନେଇ ଯାଉଥିଲେ ବିଡିଓ । ଏହି ବଡ଼ ରକମର ଟଙ୍କାକୁ ନେଈ ଯାଉଥିବା ସମୟରେ ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସାଙ୍ଗରେ ନେଉଥିବା ଟଙ୍କାର ହିସାବ ସେ ଦେଇ ନପାରିବାରୁ ଅଟକ ରଖିଥିଲା ଭିଜିଲାନ୍ସ । ବର୍ତ୍ତମାନ ତାଙ୍କୁ ସୁବର୍ଣ୍ଣପୁର ଭିଜିଲାନ୍ସ ଅଫିସ୍ ନେଇ ପଚରାଉଚରା କରାଯାଉଛି

Leave A Reply

Your email address will not be published.