ରାଜ୍ୟ ରେ ଆସନ୍ତା ୩ ଦିନ ଯାଏ ଲଘୁଚାପ ବର୍ଷା ସମ୍ଭାବନା

33

ସମ୍ଭାବ୍ୟ ମରୁଡ଼ିର ପଦଧ୍ୱନୀ ଭିତରେ ଏବେ ଲଘୁଚାପ ସାମାନ୍ୟ ଆଶ୍ବସ୍ତି ଦେଇଛି ୱିଲଘୁଚାପ ବର୍ଷ ଯୋଗୁଁ ଚାଷ କାମରେ କିଛି ମାତ୍ରା ରେ ଉନ୍ନତି ଆଣିପାରେ I ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଆଉ ଏହାର ପ୍ରଭାବ ରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଶନିବାରଠାରୁ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେଇପରେ ବୋଲି ପାଣିପାଗ ବିଭାଗ। ସୂଚନା ଦେଇଛି i

ଆଜି ଉତ୍ତର ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୁର୍ନିବଳୟ ପ୍ରଭାବରେ ଆସନ୍ତା କାଲି, ୨୮ଅଗଷ୍ଟ ରେ ତ୍ତର-ପଶ୍ଚିମ ତତ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି

Leave A Reply

Your email address will not be published.