କାନ୍ଦିପକାଇଲେ ଦିଲ୍ଲୀପ ତିର୍କି

30

ଭାରତୀୟ ମହିଳା ହକି ଦଳ ର ସଂଘର୍ଷପୂର୍ଣ୍ଣ ପରାଜୟ ପରେ ହକି ଲିଜେଂଡ଼ ଦିଲ୍ଲୀପଙ୍କ ତିର୍କି କାନ୍ଦି ପକାଇଥିଲେ I ଟିଭି ସାମ୍ନାରେ ମ୍ୟାଚର ପ୍ରତି ମୂହୂର୍ତ୍ତ ଉପଭୋଗ କରୁଥିବା ଦିଲ୍ଲୀପ ନିଜର ଭାବନାକୁ କଣ୍ଟ୍ରୋଲ କରିପାରିନଥିଲେ,ବୋହିଥିଲା ଲୁହର ଧାର । ମ୍ୟାଚ ହାରିଲେ ସତ କିନ୍ତୁ ଜିତିଗଲେ ହୃଦୟ । ଭରାତୀୟ ମହିଳା ହକିରେ ପରାଜୟ ପରେ ଏବେ ସାରା ଦେଶ ସ୍ତବ୍ଧ ହୋଇପଡିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଭାରତ ନିଜର ଲଢୁଆ ପ୍ରଦର୍ଶନ ଜାରି ରଖିଥିଲା ,ଏହା ସତ୍ୱେ ୪-୩ ରେ ବ୍ରିଟେନ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ପାଇବା ଆଶା ମଉଳି ଯାଇଥିଲା I

Leave A Reply

Your email address will not be published.