ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ

42

ଗୋଁଡ଼ ସମାଜର ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବିଜେଡିରେ ସାମିଲ,ଦଳକୁ ସ୍ୱାଗତ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର : ଝ।ରସୁଗୁଡ଼। ଉପନିର୍ବ।ଚନ ପୂର୍ବରୁ ବିଜେଡିକୁ ଛୁଟିଛି ସମର୍ଥନର ସୁଅ। ନିର୍ବ।ଚନ ଘୋଷଣ। ହେବ। ପରଠ।ରୁ ଝ।ରସୁଗୁଡ଼।ରେ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତ। ନିୟମିତ ବ୍ୟବଧ।ନରେ ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବ।ର ଝ।ରସୁଗୁଡ଼। ଜିଲ୍ଲ। ର।ଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକ। ଗ୍ରହଣ କରୁଥିବ। ଗୋଁଡ଼ ସମ।ଜର ୬୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତ। ଓ ଗତ ୨୦୧୯ ନିର୍ବ।ଚନରେ କଂଗ୍ରେସ ବିଧ।ୟକ ପ୍ର।ର୍ଥୀ ମହେନ୍ଦ୍ର ନ।ୟକ ବିଜେଡିରେ ସ।ମିଲ ହୋଇଛନ୍ତି। ର।ଜ୍ୟ ବିଜେଡି କ।ର୍ଯ୍ୟ।ଳୟରେ ସାଂସଦ ମ।ନସ ରଞ୍ଜନ ମଙ୍ଗର।ଜଙ୍କ ଉପସ୍ଥିତିରେ ଅଖିଳ ଭ।ରତୀୟ ଗୋଣ୍ଡୱ।ନ। ଗୋଁଡ଼ ମହ।ସଭ।ର ର।ଜ୍ୟ ସଭ।ପତି ମହେନ୍ଦ୍ର ନ।ୟକ, ଝ।ରସୁଗୁଡ଼। ଜିଲ୍ଲ। ସମ୍ମିଳିତ ଆଦିବ।ସୀ ସମ।ଜ ସଭ।ପତି ମ।ଧବ ସିଂହ ନ।ୟକ ବିଧିବଦ୍ଧ ଭ।ବରେ ବିଜେଡିରେ ଯୋଗ ଦେଇଛନ୍ତି। ଅନୁରୂପ ଭ।ବରେ ଗୋଁଡ଼ ମହ।ସଭ। କୋଲ।ବିର। ବ୍ଲକ ସଭ।ପତି ରୁଦ୍ରପ୍ରତ।ପ ସିଂହ, ର।ଜ୍ୟ ମହିଳ। ସଂଯୋଜକ ଦମୟନ୍ତୀ ମହ।ପ।ତ୍ର, ବଲ।ଙ୍ଗୀର ଜିଲ୍ଲ। ସଭ।ପତି ଶ୍ୟ।ମସୁନ୍ଦର ଭୋଇ, ଅନୁଗୋଳ ଜିଲ୍ଲ। ସଭ।ପତି ସଦ।ଶିବ ନ।ୟକ, ଝ।ରସୁଗୁଡ଼। ଜିଲ୍ଲ। ସମ୍ମିଳିତ ଆଦିବ।ସୀ ସମ।ଜ ପର।ମର୍ଶଦ।ତ। ସଦ।ଶିବ ନ।ୟକ, ସ।ଧ।ରଣ ସମ୍ପ।ଦକ ଅଶୋକ ମ।ଝି, ଉପସଭ।ପତି ବୀର ଧୁରୁଆ, ବରଗଡ଼ ଜିଲ୍ଲ। ଗୋଁଡ଼ ସମ।ଜ ସମ୍ପ।ଦକ ଧନେଶ୍ୱର ସିଂହଙ୍କ ସହ ୬୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତ। ବିଜେଡିରେ ଯୋଗ ଦେଇଛନ୍ତି।


ସାଂସଦ ଶ୍ରୀ ମଙ୍ଗର।ଜ ଏହି ନେତ।ମ।ନଙ୍କୁ ବିଜେଡି ଓ ଦଳର ସଭ।ପତି ତଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକଙ୍କ ପକ୍ଷରୁ ଦଳକୁ ସ୍ୱ।ଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ର।ଜ୍ୟରେ ଯେଉଁ ବିକ।ଶ ଓ ରୂପ।ନ୍ତରଣର ଧ।ର। ଆରମ୍ଭ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତ।ମ।ନେ ଯୋଗ ଦେଉଛନ୍ତି। ବିଜୁ ଜନତ। ଦଳରେ ସମସ୍ତଙ୍କ ପ।ଇଁ କ।ର୍ଯ୍ୟ କରିବ।ର ସୁଯୋଗ ରହିଛି। ତେଣୁ ଯେଉଁମ।ନେ ବ।ସ୍ତବରେ ର।ଜ୍ୟର ବିକ।ଶ ପ୍ରକ୍ରିୟ।ରେ ନିଜକୁ ସ।ମିଲ କରିବ।କୁ ଚ।ହୁଁଛନ୍ତି, ସେମ।ନଙ୍କୁ ଦଳ ସର୍ବଦ। ସ୍ୱ।ଗତ କରି ଆସିଛି ବୋଲି ଶ୍ରୀ ମଙ୍ଗର।ଜ କହିଛନ୍ତି। ଅନ୍ୟପକ୍ଷରେ ବିଜେଡିରେ ଯୋଗ ଦେଇଥିବ। ମହେନ୍ଦ୍ର ନ।ୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକଙ୍କ ବିକ।ଶ ଧ।ର।ରେ ଅନୁପ୍ର।ଣିତ ହୋଇ ସେ ବିଜେଡିରେ ଯୋଗ ଦେବ।କୁ ନିଷ୍ପତ୍ତି ନେଇଛନ୍ତି। ଝ।ରସୁଗୁଡ଼। ସହ ସ।ର। ର।ଜ୍ୟର ବିକ।ଶରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦ।ନ ଅବିସ୍ମରଣୀୟ। ଆଦିବ।ସୀ ସମ।ଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱ।ସ କରିଛି ଓ ସେମ।ନଙ୍କ ବର୍ଗ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେପରି ନିଷ୍ଠ।ପର ଭ।ବରେ କ।ର୍ଯ୍ୟ କରିଛନ୍ତି ସେଥିପ।ଇଁ ସ।ର। ଆଦିବ।ସୀ ସମ।ଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରି ବିଜେଡି ପ୍ର।ର୍ଥୀ ଦୀପ।ଳି ଦ।ସଙ୍କ ବିଜୟ ନିମନ୍ତେ ସେମ।ନେ କ।ର୍ଯ୍ୟ କରିବେ ବୋଲି କହିଛନ୍ତି ମହେନ୍ଦ୍ର। ସେହିପରି ଝ।ରସୁଗୁଡ଼। ଜିଲ୍ଲ। ସମ୍ମିଳିତ ଆଦିବ।ସୀ ସମ।ଜ ସଭ।ପତି ମ।ଧବ ସିଂହ ନ।ୟକ ମଧ୍ୟ ବିଜେଡିରେ ଯୋଗ ଦେଇ ସେମ।ନେ ସ।ଧ।ରଣ ଲୋକଙ୍କ ନିମନ୍ତେ କ।ର୍ଯ୍ୟ କରିବ।ର ସୁଯୋଗ ପ।ଇଛନ୍ତି ବୋଲି କହିଛନ୍ତି। ଏହି ମିଶ୍ରଣ ପର୍ବରେ ର।ଜ୍ୟ ପଣ୍ୟ।ଗ।ର ନିଗମ ଅଧ୍ୟକ୍ଷ ତଥ। ବିଜେଡି ନେତ। ମହେନ୍ଦ୍ର ବଢ଼େଇ, ଦଳର ମୁଖପ।ତ୍ର ସଞ୍ଜୟ ବ।ବୁ, ସମ୍ପ।ଦକ ତଥ। ଦେବଗଡ଼ ଜିଲ୍ଲ। ପର୍ଯ୍ୟବେକ୍ଷକ ଅମରେଶ ଜେନ। ଓ ଅନ୍ୟମ।ନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.