ଆଜି ଖୋଲିଲା ନନ୍ଦନକାନନ

122

ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଙ୍କୁ ନେଇ ଆଜି ନନ୍ଦନକାନନ ଖୋଲିଛି I କୋଭିଡ ନିୟମ ଅନୁସାରେ ପର୍ଯ୍ୟଟକ ମାନଙ୍କୁ ସମସ୍ତ ପରୀକ୍ଷା କରି ବୁଲି ଦେଖିବାକୁ ଅନୁମତି ଦିଆଯାଇଛି I ସିଂହ ସଫାରୀ କୁ ବାଣ୍ଡ ରଖାଯାଇଛି I ଏବଂ ଜୀବଜନ୍ତୁ ମାନଙ୍କୁ ବାହାରୁ କୌଣସି ଖାଦ୍ୟ ନ ଦେବାକୁ ମଧ୍ୟ ବାରଣ କରାଯାଇଛି I

Leave A Reply

Your email address will not be published.