ଟିମ୍ ରେ ସ୍ଥାନ ମିଳିଲାନି ରୋହିତ ଓ କୋହଲିଙ୍କୁ !

27

୨୦୨୨ ବର୍ଷ ପାଇଁ ଇଣ୍ଟରନେସନାଲ କ୍ରିକେଟ କାଉନସିଲ ୨୦୨୨ ବର୍ଷ ପାଇଁ ଇଣ୍ଟରନେସନାଲ କ୍ରିକେଟ କାଉନସିଲ ଦିନିକିଆର ଶ୍ରେଷ୍ଠ ଟିମ ଘୋଷଣା କରିଛି । ଆଇସିସିର ଏହି ୧୧ ଜଣିଆ ଦଳରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ । ତେବେ ଆଇସିସି ପକ୍ଷରୁ ଏହି ଟିମର ଅଧିନାୟକ ଭାବେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଚୟନ କରାଯାଇଛି । ଏହି ଟିମରେ ୨ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଶ୍ରେୟାସ ଆୟର ଓ ମହମ୍ମଦ ସିରାଜ । ତେବେ ଗତ ବର୍ଷ ଦମଦାର ଫର୍ମରେ ରହିଥିବା ଶ୍ରେୟାସ ଏବର୍ଷ ଆରମ୍ଭରୁ କିନ୍ତୁ ଫ୍ଲପ ହୋଇଛନ୍ତି ।

ସେ ଗତବର୍ଷ ଦିନିକିଆ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ । ସେ ୧୭ ମ୍ୟାଚରୁ ୭୨୪ ରନ କରିଥିଲେ । ସେହିପରି ସିରାଜ ୨୦୨୨ରେ ମୋଟ ୧୫ ମ୍ୟାଚ ଖେଳି ୨୪ଟି ୱିକେଟ ହାସଲ କରିଥିଲେ ।ଦିନିକିଆର ଶ୍ରେଷ୍ଠ ଟିମ ଘୋଷଣା କରିଛି । ଆଇସିସିର ଏହି ୧୧ ଜଣିଆ ଦଳରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ । ତେବେ ଆଇସିସି ପକ୍ଷରୁ ଏହି ଟିମର ଅଧିନାୟକ ଭାବେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଚୟନ କରାଯାଇଛି । ଏହି ଟିମରେ ୨ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଶ୍ରେୟାସ ଆୟର ଓ ମହମ୍ମଦ ସିରାଜ । ତେବେ ଗତ ବର୍ଷ ଦମଦାର ଫର୍ମରେ ରହିଥିବା ଶ୍ରେୟାସ ଏବର୍ଷ ଆରମ୍ଭରୁ କିନ୍ତୁ ଫ୍ଲପ ହୋଇଛନ୍ତି । ସେ ଗତବର୍ଷ ଦିନିକିଆ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ ।

ସେ ୧୭ ମ୍ୟାଚରୁ ୭୨୪ ରନ କରିଥିଲେ । ସେହିପରି ସିରାଜ ୨୦୨୨ରେ ମୋଟ ୧୫ ମ୍ୟାଚ ଖେଳି ୨୪ଟି ୱିକେଟ ହାସଲ କରିଥିଲେ ।

Comments are closed, but trackbacks and pingbacks are open.