ବାଇଡେନ୍‌ଙ୍କ ଟିମ୍‌ରେ ରିଚାର୍ଡ ବର୍ମା

27

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଉଜଣେ ଭାରତୀୟ ବଂଶୋଦ୍ଭବ ରିଚାର୍ଡ ଆର୍ ବର୍ମାଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି । ରିଚାର୍ଡ ବର୍ମାଙ୍କୁ ବାଇଜେଡନ୍ ବିଦେଶର ବିଭାଗ ଟପ୍ ଡିପ୍ଲୋମାଟ୍ ପୋଷ୍ଟ ପାଇଁ ନୋମିନେଟ୍ କରିଛନ୍ତି । ହ୍ୱାଇଟ୍‌ହାଉସ୍ ଅନୁସାରେ ରିଚାର୍ଡ ବର୍ମାଙ୍କୁ ପ୍ରବନ୍ଧନ ଓ ସଂସାଧନ ଡେପୁଟି ସେକ୍ରେଟାରୀ ନିଯୁକ୍ତ କରିଛନ୍ତି । ବର୍ମା ମାଷ୍ଟରକାର୍ଡରେ ମୁଖ୍ୟ ଆଇନ ଅଧିକାରୀ ଏବଂ ଗ୍ଲୋବାଲ୍ ପବ୍ଲିକ୍ ପଲିସି ହେଡ୍ ଅଛନ୍ତି । ସେ ଓବାମା ସରକାର ବେଳେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଓ ବ୍ୟବସ୍ଥାପନାର ସହାୟକ ସେକ୍ରେଟାରୀ ଥିଲେ ।

Comments are closed, but trackbacks and pingbacks are open.