ଦେଢ଼ଘଣ୍ଟା ଡାଉନ୍ ପରେ ଜିମେଲ୍ କାର୍ଯ୍ୟକ୍ଷମ

38

ନୂଆଦିଲ୍ଲୀ: ଗୁଗଲ୍‌ର ଇମେଲ୍ ସର୍ଭିସ୍ ଜିମେଲ୍ ପ୍ରାୟ ଦେଢ଼ଘଣ୍ଟା ଡାଉନ୍ ରହିବା ପରେ ପୁଣି କାର୍ଯ୍ୟକ୍ଷମ ହୋଇଛି । ସର୍ଭିସ୍ ଶନିବାର ରାତି ସାଢ଼େ ୭ଟା ବେଳେ ଡାଉନ୍ ହୋଇଥିଲା । ଏହାକୁ ୯ଟା ବେଳେ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି । ଏହା ମଧ୍ୟରେ ଜିମେଲ୍‌ର ଆପ୍ ଓ ୱେବ୍ ଉଭୟ ସର୍ଭିସ୍ ମଧ୍ୟ କାମ କରିନଥିଲା । ଏ ସମ୍ପର୍କରେ ୟୁଜର୍ସ ଲଗାତାର ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଅଭିଯୋଗ କରିଥିଲେ ।

Comments are closed, but trackbacks and pingbacks are open.