ଭାରତପେ କମ୍ପାନୀର ୨ ନୂଆ ନିର୍ଦ୍ଦେଶକ

90

ନୂଆଦିଲ୍ଲୀ: ଫିନ୍‌ଟେକ୍ ୟୁନିକର୍ନ କମ୍ପାନୀ ‘ଭାରତପେ’ ପକ୍ଷରୁ ୨ ଜଣ ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ହେଲେ ବି.ପି.କାନୁନଗୋ ଓ କୌଶିକ୍ ଦତ୍ତ । କାନୁନଗୋ ନିକଟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ପଦରୁ ଅବସର ଗ୍ରହଣ କରିଥିବାବେଳେ କୌଶିକ୍ ଜମାଟୋ କମ୍ପାନୀର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ନୂତନ ନିଯୁକ୍ତି ଫଳରେ କମ୍ପାନୀ ପରିଚାଳନା ବୋର୍ଡରେ ନିର୍ଦ୍ଦେଶକଙ୍କ ସଂଖ୍ୟା ୯କୁୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.