ଦୈନିକ ଭାଗ୍ୟଫଳ

34

ରାଶିଫଳ -୨୪ -୦୬-୨୦୨୨- ଶୁକ୍ର ବାର : ଆଜି ଖର୍ଚ୍ଚାନ୍ତ ହେବେ I ମେଷ -ଫୁର୍ତି ରହିବେ ,ବୃଷ -ପରୋଉପକାରୀ ହେବେ ,ମିଥୁନ-ତୁଳା :ପାରିବାରିକ ପରିବେଶ ସୁଖମୟ ରହିବ ,ଧନୁ – ବିଛା : ଆର୍ଥିକ ଲାଭ ହେବ I ଜାନ୍ତୁ ଆପଣଙ୍କ ଆଜି ର ରାଶିଫଳ ବିଷୟରେ I

ମେଷ :ଫୁର୍ତ୍ତିର ସହିତ ସକାଳ ଆରମ୍ଭ କରିବେ I ବନ୍ଧୁ ଙ୍କ ଆଗମନ ଯୋଗୁଁ ଘରେ ଖୁସିର ବାତାବରଣ ରହିବ I ସୁଖାଦ୍ୟ ଭୋଜନ କରିବେ I କାର୍ଯ୍ୟକ୍ଷେତ୍ରରେ ଦିନଟି ଉତ୍ତମ I ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି I

ବୃଷ : ଆଜିର ଦିନ ଶୁଭଙ୍କର ହେବ । ପରୋଉପକାରୀ ହେବେ I ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ I ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ।

ମିଥୁନ : ପରିବାରରେ ସୁଖ ଏବଂ ଆନନ୍ଦର ବାତାବରଣ ରହିବ I ଚାକିରି-ବ୍ୟବସାୟରେ ଆପଣ ଲାଭର ଖବର ପାଇବେ I ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ I ଆୟ ବୃଦ୍ଧି ହେବ I ବୈବାହିକ ଜୀବନ ସୁଖମୟ ହେବ I

କର୍କଟ : ଆଜି କ୍ୟାରିୟର ପାଇଁ ବହୁତ ଭଲ ସମୟ। ଆୟ ବୃଦ୍ଧି ପାଇବ। ବିଭିନ୍ନ ପ୍ରୋଗ୍ରାମରେ ସକ୍ରିୟ ରହିବେ। ବନ୍ଧୁ ପରିଜନ ଙ୍କ ସହିତ ମନ କଥା ସେୟାର କରିବେ I ଘରର ସାଜସଜ୍ଜା ପାଇଁ ଅର୍ଥ ବ୍ୟୟ ହେବ I ନୂଆ ଚାକିରୀ ରେ ଯୋଗ ଦେବେ I ଉପହାର ପ୍ରାପ୍ତ ହେବେ I

ସିଂହ : ଆଜି ପ୍ରତିଟି କାମ ମଙ୍ଗଳକାରୀ ସାବ୍ୟସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ଦୈନିକ ଆୟ ବଢ଼ିବ। ସେହିପରି ଜମିଜମା କ୍ଷେତ୍ରରେ ମଧ୍ୟ ଲାଭ ମିଳିବ। ଆପଣଙ୍କ ବ୍ୟବହାର ନ୍ୟାୟ ପୂର୍ଣ୍ଣ ରହିବ I କ୍ରୋଧ ଠାରୁ ଦୁରେଇ ରୁହନ୍ତୁ I

କନ୍ୟା : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ସନ୍ତାନଠୁ ଖୁସି ପାଇବେ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ। ଆଶା ବାସ୍ତବତାରେ ପରିଣତ ହେବ। ପାଣି ଓ ନିଆଁ ଠାରୁ ସତର୍କ ରୁହନ୍ତୁ I

ତୁଳା : ଆଜି ଆପଣ ଭାଗ୍ୟବାନ ହେବେ I ଦିନଟି ମଜା ମସ୍ତି ରେ କଟିବ I ଆପଣ ଅନେକ ସ୍ଥାନରେ ସମ୍ମାନିତ ହେବେ I ସହଭାଗୀତା କାର୍ଯ୍ୟ ଲାଭଦାୟକ ହେବ I ଆଜି ପୋଷାକ ଓ ଅଳଙ୍କାର ପାଇଁ ଅର୍ଥ ବ୍ୟୟ କରିବେ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ I ପାରିବାରିକ ଜୀବନ ସୁଖମୟ ହେବ I

ବିଛା : ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରାୟତଃ ସ୍ୱାଭାବିକ ରହିବ । କଳହ ଠାରୁ ଦୂରେଇ ରହିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାମ ଧର୍ମକୁ ଆପଣେଇ ନେବେ । ଆର୍ଥିକ ଲାଭ ହେବ I ସୁଖ ଭୋଗୀ ହେବେ ।

ଧନୁ : ଦୂର ଯାତ୍ରା ସ୍ଥଗିତ ରଖନ୍ତୁ I ଅଚାନକ ଧନ ଲାଭ ହେବାର ଯୋଗ ରହିଛି। ଏହା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଦି ଆପଣ କେଉଁ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଆର୍ଥିକ ଉନ୍ନତି ମିଳିବ।

ମକର : ଆଜି ଏକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ I ପାରିବାରିକ ସମସ୍ୟା ଆପଣଙ୍କ ମନକୁ ପ୍ରଭାବିତ କରିବ ମାଆ ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ I କର୍ମ ପାଇଁ ଦିନଟି ଉତ୍ତମ ରହିବI ରୋଜଗାର,ମାନ-ସମ୍ମାନ ବୃଦ୍ଧି ପାଇବ। ଚାକିରୀରେ ପଦୋନ୍ନତି ମିଳିବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ନିଯୁକ୍ତି ମିଳିପାରେ।

କୁମ୍ଭ : ମନରୁ ଚିନ୍ତା ଦୂର ହୋଇ ମାନସିକ ଶାନ୍ତି ରେ ରହିବେ I କାର୍ଯ୍ୟକ୍ଷେତ୍ରରେ ଉନ୍ନତି I ଭାଇ ବନ୍ଧୁ ଙ୍କ ସହିତ ପାରିବାରିକ ସମସ୍ୟାକୁ ନେଇ ଆଲୋଚନା କରିବେ I ଭାଗ୍ୟ ଉତ୍ତମ ରହିବ I ଧାର୍ମିକ ହେବେ I

ମୀନ : କ୍ରୋଧ ଠାରୁ ଦୁରେଇ ରୁହନ୍ତୁ I ଆର୍ଥିକ ପରିସ୍ଥିତି କୁ ନେଇ ଚିନ୍ତିତ ରହିବେ I ବନ୍ଧୁ ସହଯୋଗ ମିଳିବ I ନକାତ୍ମକ ଚିନ୍ତାଧାରା ଠାରୁ ଦୁରେଇ ରୁହନ୍ତୁ I ଦୀର୍ଘ ଦିନ ଧରି ଅଟକିଥିବା କାମରେ ଆଜି ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭଙ୍କର ହେବ I

Comments are closed, but trackbacks and pingbacks are open.