ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

45

ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି। ଏହି ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି। ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌। ସାହିଦ ଟ୍ରାଲ୍‌ ଅଞ୍ଚଳର ହୋଇଥିବା ବେଳେ ୟୁସୁଫ୍‌ ହେଉଛନ୍ତି ସୋପିଆନାର। ଏ ନେଇ କଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରେସନ୍‌ ଏବେ ବି ଚାଲୁଥିବା କୁହାଯାଇଛି। ଟ୍ୱେ୩ବେ ଏହା ପୂର୍ବରୁ

Comments are closed, but trackbacks and pingbacks are open.