ନାଗାବଳୀ ନଦୀରେ ବୁଡ଼ି ୨ ନାବାଳକ ମୃତ

26

ରାୟଗଡ଼ାରେ ନାଗାବଳୀ ନଦୀରେ ବୁଡ଼ି ୨ ନାବାଳକ ମୃତ୍ୟୁ ହୋଇଛି। ନାଗାବଳୀ ନଦୀ ତୁମ୍ବିଗୁଡ଼ା ଘାଟରେ ୮ରୁ୧୦ଜଣ ସାଙ୍ଗ ଗାଧୋଇବା ବେଳେ ୩ଜଣ ନାବାଳକ ବୁଡିଯାଇଥିଲେ ।।ବୁଡ଼ି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ନାଗାବଳୀ ନଦୀରେ ଖୋଜାଖୋଜି କରିଥିଲେ। ବହୁ ସମୟ ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକେ ୨ଜଣ ନାବାଳକଙ୍କ ମୃତଦେହ ପାଇଥିଲେ I

Comments are closed, but trackbacks and pingbacks are open.